ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଜଳିଗଲା ମିନି ଟ୍ରକ୍‌

ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ବାସୁଦେବପୁର ବୈତରଣୀ ନଦୀ ନିକଟରେ ଆଜି ସକାଳେ ଏକ ଚଳନ୍ତା ମିନିଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ୫୨୦ ନମ୍ବର ଜାତୀୟ ରାଜପଥରେ ଯୋଡ଼ାରୁ ରିମୁଳି ଆଡ଼କୁ ଏକ…
ଅଧିକ ଖବର ଦେଖନ୍ତୁ...

ଚୁଅପାଣିରେ ମେଣ୍ଟୁଛି ଶୋଷ

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ ତାଳପଦା ପଞ୍ଚାୟତବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ‘ବସୁଧା’ ଯୋଜନା‌ରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ କାମ ଯୋଗୁଁ ଏହି ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନି। ସମାକୋଇ ନଦୀର…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ

ଆନନ୍ଦପୁର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ପିଇବାପାଣି ପାଇଁ ଡହଳବିକଳ ହେଉଛନ୍ତି ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ଓସ୍ତପୁରା ମା’ମଙ୍ଗଳା ସାହିର ଜନସାଧାରଣ। ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ପଡ଼ିଥିବାରୁ ପାଣିପାଇଁ ଏକ କିମି ଚାଲିଚାଲି ଯିବାକୁ ପଡ଼ୁଛି। ଏନେଇ ବାରମ୍ବାର ଅଭିଯୋଗ ପରେ…
ଅଧିକ ଖବର ଦେଖନ୍ତୁ...

ଜମି ଅଧିଗ୍ରହଣକୁ ୧୦ ବର୍ଷ, ମିଳିଲାନି କ୍ଷତିପୂରଣ

ହାଟଡିହି: ବୈତରଣୀ ନଦୀ ସଂଯୋଗୀକରଣ ଯୋଜନାରେ କେନାଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ମାଲିକଙ୍କୁ ଏଯାଏ ଉପଯୁକ୍ତ ପ୍ରାପ୍ୟ ମିଳିନଥିବା ବେଳେ ଏବେ ଜୋର ଜବରଦସ୍ତ ଠିକାଦାର ଉକ୍ତ ଜମିରେ କେନାଳ ଖୋଳୁଥିବାରୁ ଜମି ମାଲିକମାନେ ପ୍ରତିବାଦ କରିଛନ୍ତି। ହାଟଡିହି ବ୍ଲକ୍‌ ଅକରୁଆ…
ଅଧିକ ଖବର ଦେଖନ୍ତୁ...

ମହାପାଟ ମହାବିଦ୍ୟାଳୟ ଗୃହ ଅଧାପନ୍ତରିଆ

କେନ୍ଦୁଝର: ହରିଚନ୍ଦନପୁର ବ୍ଲକ୍‌ ଜଂଘିରା ମହାପାଟ ମହାବିଦ୍ୟାଳୟରେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ଅର୍ଥରେ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ପକ୍ଷରୁ ନିର୍ମାଣ କରାଯାଇଥିବା ଅତିରିକ୍ତ ଶ୍ରେଣୀ ଗୃହ ଅଧାପନ୍ତରିଆ ହୋଇପଡ଼ିଛି। ଆଇଟିଡିଏ ପକ୍ଷରୁ ୨ଟି ଫାଇଲ୍‌ରେ ୧୦ଲକ୍ଷ ଟଙ୍କାର ବିଭାଗୀୟ…
ଅଧିକ ଖବର ଦେଖନ୍ତୁ...

ଜାମୁକୋଳି ତୋଳିବା କାଳ ହେଲା, ବିଦ୍ୟୁତ୍‌ ତାର ଲାଗି ନାବାଳକର ଗୋଡ଼ କଟିଗଲା

ପଣ୍ଡାପଡ଼ା: ଜାମୁକୋଳି ତୋଳିବା ବେଳେ ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ଜଣେ ନାବାଳକର ଗୋଡ଼ ଛିଣ୍ଡିଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବସନ୍ତପୁର ପଞ୍ଚାୟତ ଉକୁଚାବେଡ଼ା ଗ୍ରାମର ମୁଣ୍ଡାସାହିରେ। ଗୁରୁତର ଅବସ୍ଥାରେ ନାବାଳକଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଦିନରେ ୫-ଟି ସଚିବଙ୍କ କେନ୍ଦୁଝର ଗସ୍ତ, ମା’ ତାରିଣୀ ପୀଠର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ

କେନ୍ଦୁଝର: ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ଓ ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ମନ୍ଦିର ପରେ ଏବେ ଘଟଗାଁ ମା’ ତାରିଣୀ ପୀଠର ସୌନ୍ଦର୍ଯ୍ୟୀକରଣ ହେବ। ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ୫-ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀରେ ଘର ଭାଙ୍ଗିଲା, ଖୁଣ୍ଟ ଉପୁଡ଼ିଲା

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଶଗଡ଼ପଟା ଗ୍ରାମରେ ଆଜି ଅପରାହ୍‌ଣରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ପୁରୁଣା ଗଛ ଭାଙ୍ଗିବା ସହ ବିଦ୍ୟୁତ୍‌ ଖୁଣ୍ଟ ଗୁଡ଼ିକ ଉପୁଡ଼ି ପଡ଼ିଛି। ବହୁ ଘରର ଚାଳ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍‌ଣ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ କଟି ମହିଳା ମୃତ

ହରିଚନ୍ଦନପୁର: ଦୈତାରି-ବାଂଶପାଣି ରେଳପଥର ଗୌଣିଘସା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ମାଲ୍‌ବାହୀ ଟ୍ରେନ୍‌ରେ କଟି ଭଗାମୁଣ୍ଡା ପଞ୍ଚାୟତ ବାଇଲୋବେଡ଼ା ଗ୍ରାମର ବିଚିତ୍ର ପ୍ରଧାନଙ୍କ ପତ୍ନୀ ସୁକୁମାରୀ ପ୍ରଧାନ (୫୦)ଙ୍କ ମୃତ୍ୟୁ ଘଟିଛି। ସୁକୁମାରୀ ଗତକାଲି ସନ୍ଧ୍ୟାରେ ଏକ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା

କେନ୍ଦୁଝର: କେନ୍ଦୁଝର ସହର ଉପକଣ୍ଠ ଶଙ୍କରପୁରଠାରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ  ତିନିଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ କେନ୍ଦୁଝର ନଗରପାଳ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...