ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପୁରୀ ଆଗମନୀ ସ୍ମୃତି ମହୋତ୍ସବ

ପୁରୀ: ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୦୨ତମ ଉତ୍କଳ ତଥା ପୁରୀ ଆଗମନୀ ସ୍ମୃତି ମହୋତ୍ସବ ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରେ ସତ୍‌ସଙ୍ଗ ଠାକୁରବାଡ଼ିରେ ବେଦ, ନହବତ୍‌, ଉଷାକୀର୍ତ୍ତନ, ପ୍ରାର୍ଥନା ଓ ଗ୍ରନ୍ଥ ପାଠ କରାଯାଇଥିଲା। ସକାଳେ ତାଳବଣିଆସ୍ଥିତ ମଞ୍ଚରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଲୋକାର୍ପଣ ପୂର୍ବରୁ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା

ପୁରୀ:‌ ଦୁଇଦିନ ପରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଆଜି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଲୋକାର୍ପଣ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଲୋକାର୍ପଣ ପରେ ପରିକ୍ରମା ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ଅଧିକାରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ଜାନୁଆରି ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ…
ଅଧିକ ଖବର ଦେଖନ୍ତୁ...

‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପୂର୍ବରୁ ଆରମ୍ଭ ହେଲା ଯଜ୍ଞ, ପୂଜାନୀତି

ପୁରୀ: ପାଖେଇ ଆସୁଛି ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ସମୟ। ମଝିରେ ଆଉ ମାତ୍ର ଦୁଇ ଦିନ ଅର୍ଥାତ ପୌଷ ଶୁକ୍ଳ ସପ୍ତମୀ ତିଥି (ଜାନୁଆରି୧୭ ତାରିଖ)ରେ ଭବ୍ୟ, ଦିବ୍ୟ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶଙ୍ଖ ବଖାଣିବ କ୍ଷେତ୍ରର କଥା

ପୁରୀ: ଶଙ୍ଖ କହିବ ଶଙ୍ଖକ୍ଷେତ୍ରର କଥା। ଶ୍ରୀକ୍ଷେତ୍ରରେ ଶଙ୍ଖ ସ୍ବରୂପରେ ରହିଥିବା ପ୍ରମୁଖ ଦେବ ପୀଠକୁ ଶଙ୍ଖରେ ଦେଖିବାର ସୁଯୋଗ ନେବେ ଭକ୍ତ। ପଟ୍ଟଚିତ୍ରର ନିଖୁଣ କାରିଗରୀରେ ୯୬ ବର୍ଗ ଫୁଟର ଶଙ୍ଖରେ ଶଙ୍ଖ କ୍ଷେତ୍ରର ଉପଲବ୍ଧି ନେବେ ଭକ୍ତବୃନ୍ଦ। ଜଗନ୍ନାଥବଲ୍ଲଭ ପରିସରସ୍ଥ ବେଣ୍ଟ ପୋଖରୀ…
ଅଧିକ ଖବର ଦେଖନ୍ତୁ...

ଡାକିଲାଣି ଶ୍ରୀକ୍ଷେତ୍ର: ଯୋଗଦେବେ ଦେଶର ସାଧୁସନ୍ଥ, ୮୫୦ ଅତିଥି

ପୁରୀ: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଶେଷ ସ୍ପର୍ଶ ପାଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଲୋକାର୍ପଣ ପାଇଁ ହୋଇଛି ଭବ୍ୟ ଆୟୋଜନ। ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଶ୍ରୀମନ୍ଦିର, ପରିକ୍ରମା ପ୍ରକଳ୍ପ ସହ ଶ୍ରୀକ୍ଷେତ୍ରର ପରିପାଟ୍ଟୀ। ମନ୍ତ୍ରପାଠରେ…
ଅଧିକ ଖବର ଦେଖନ୍ତୁ...

ସୁନେଲି ଆଲୋକରେ ଝଲସିବ ମେଘନାଦ ପାଚେରୀ, ସମୀକ୍ଷା ପରେ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ପୁରୀ/ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶନିବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ପ୍ରତିଷ୍ଠାକୁ ନେଇ ସମୀକ୍ଷା କରିଛନ୍ତି। ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିର ଚତୁର୍ପଶ୍ୱ ଓ ଶ୍ରୀସେତୁ, ଶ୍ରୀଦାଣ୍ଡ ଦେଖିବା ସହ ମେଘନାଦ ପାଚେରୀର ସୌନ୍ଦର୍ଯ୍ୟୀକରଣକୁ ଅନୁଧ୍ୟାନ…
ଅଧିକ ଖବର ଦେଖନ୍ତୁ...

ସାରଙ୍ଗଯୋଡ଼ି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଚୋରି ଉଦ୍ୟମ ବିଫଳ

ସାକ୍ଷୀଗୋପାଳ:  ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡ଼ି ବଜାରରେ ଅବସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଯୋଡ଼ି ଶାଖାରୁ ଗତକାଲି ରାତିରେ ଚୋରି ଉଦ୍ୟମ ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ବ୍ୟାଙ୍କରେ ସି ସି କ୍ୟାମେରା ଓ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସ୍ବାଗତ କରିବ ନୌକା ତୋରଣ

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ମାଳଦ୍ବୀପର ଅନୁଭବ ପୁରୀ: ମୁଣ୍ଡ ଉପରେ ସୁନୀଳ ଆକାଶ, ତଳେ ସମୁଦ୍ରର ନୀଳ ଲହଡ଼ି। ଧୋବ ଫରଫର ବିସ୍ତୀର୍ଣ୍ଣ ବେଳାଭୂମିରେ ନୀଳ ରଙ୍ଗର ଆରାମ ଚେୟାର୍। କିଛି କିଛି ଦୂରତାରେ ଚାଳ ଛପରର ଛତ୍ରୀ। ସବୁଜିମା ଭରା ପରିବେଶ ସହ ଅତ୍ୟାଧୁନିକ ଓ ଅତ୍ୟାବଶ୍ୟକ ବ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଶୁଭାରମ୍ଭ: ଗଜପତି କଲେ ବ୍ରାହ୍ମଣବରଣ

ପୁରୀ: ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ ସହ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ। ଗୁଆଟେକା ସହ ସମ୍ପନ୍ନ ହୋଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରରୋପଣ। ବରଣ ହୋଇଥିବା ବ୍ରାହ୍ମଣମାନେ ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...