ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ରାଜସ୍ଥାନରେ ଭବିଷ୍ୟବାଣୀ କଲେ ମୋଦୀ, ଦ୍ଵିତୀୟଥର ଗେହଲୋଟ ସରକାର ହେବ ନାହିଁ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ବର୍ତ୍ତମାନ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି ମୋଦୀ ଭବିଷ୍ୟବାଣୀ କରିଛନ୍ତି ଯେ କେବଳ ଏଥର ନୁହେଁ ରାଜସ୍ଥାନରେ ଅଶୋକ…
ଅଧିକ ଖବର ଦେଖନ୍ତୁ...

ଅହମଦାବାଦରେ ନ ହୋଇ ଲକ୍ଷ୍ନୌରେ ଖେଳ ହୋଇଥିଲେ ଭାରତ ବିଶ୍ବକପ୍‌ ଜିତି ଥାଆନ୍ତା: ଅଖିଳେଶ ଯାଦବ

ଇଟାୱା: ‘ଆଇସିସି’ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’ ଯଦି ଗୁଜରାଟ ପରିବର୍ତ୍ତେ ଲକ୍ଷ୍ନୌରେ ଆୟୋଜନ କରାଯାଇ ଥାଆନ୍ତା ତେବେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥାଆନ୍ତା ବୋଲି ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ଦିନ କହିଛନ୍ତି। ଉତ୍ତର ପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଅଧିବେଶନ ରଣନୀତି: ସରକାର ବିରୋଧରେ କଂଗ୍ରେସର ପୁଳାପୁଳା ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ପାଇଁ କଂଗ୍ରେସ ଆଜି ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ବସିଥିବା ଏହି ବୈଠକରେ ସବୁ ବିଧାୟକ ଉପସ୍ଥିତ ଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ତୁଳସୀ ଯାତ୍ରା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାୟଗଡ଼ା: ରାୟଗଡା ଜିଲ୍ଲା କଂଗ୍ରେସ ତରଫରୁ ମଙ୍ଗଳବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ବିଜୟ କୁମାର ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଭାପତି ଶ୍ରୀ ଗମାଙ୍ଗ ପ୍ରକାଶ କରିଥିଲେ ଯେ କଂଗ୍ରେସର ତୁଳସୀ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବାରାଣାସୀରେ ମୋଦୀଙ୍କ ବିରୋଧରେ କଂଗ୍ରେସରୁ କିଏ ଲଢିବ ?

ବାରାଣାସୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ ଏକ ବଡ ଦାବି କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ 'ବିଜେପି ହଟାଓ ଦେଶ ବଞ୍ଚାଅ'ର ବାତାବରଣ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଁ ବନାରସରୁ ନିର୍ବାଚନ ଲଢ଼ିବି। ଏହା ହେଉଛି ମୋର ଜନ୍ମସ୍ଥାନ,…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠାରୁ: ଅନୁଗୁଳ ଲୋକସଭା ଓ ହରେକୃଷ୍ଣ ମହତାବ

ମହତାବ ଓ ବିଜୁଙ୍କର ଥିଲା ଗୁରୁ-ଶିଷ୍ୟ ସଂପର୍କ ୧୯୬୧ରେ ଡକ୍ଟର ହରେକୃଷ୍ଣ ମହତାବ ଅନୁଗୁଳ ଲୋକସଭା ଆସନରୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ। କିନ୍ତୁ ସେତେବେଳେ ସୁନ୍ଦରମଣି ପଟେଲ ତାଙ୍କ ବିରୋଧରେ ପ୍ରଥମେ ପ୍ରାର୍ଥୀ ହୋଇ ନଥିଲେ। ବାମଡ଼ାର ରାଣୀ ସାହେବା ସ୍ବତନ୍ତ୍ର ପାର୍ଟିରୁ ଡକ୍ଟର…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ଧର୍ମେନ୍ଦ୍ର ପ୍ରଧାନ: ଗୋଟିଏ ଟେବୁଲ୍‌ରେ ପିକୁ, ବେହେରୁ

ବରଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବରଗଡ଼ ଗସ୍ତ କରିଛନ୍ତି। କିଛି ସାମାଜିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନ ପ୍ରଚାର ପରେ ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲାକୁ ଆସିନଥିଲେ। କିନ୍ତୁ ତାଙ୍କର ଏହି ଦିନିକିଆ ଗସ୍ତ ରାଜନୀତି ମହଲରେ ହଲ୍‌ଚଲ୍‌ କରିଛି।…
ଅଧିକ ଖବର ଦେଖନ୍ତୁ...

ନୂଆ ଭୋଟରଙ୍କ ଉପରେ ତିନି ଦଳର ନଜର: ମୋଡ଼ ବଦଳାଉଛି କ୍ୟାମ୍ପସ୍ ରାଜନୀତି

ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ। ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଏବେଠାରୁ କସରତ ଆରମ୍ଭ କରିଛନ୍ତି। ତିନି ଦଳର ନଜରରେ ରହିଛନ୍ତି ନୂତନ ଭୋଟର। ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇସାରିଲେଣି କିମ୍ବା ଜାନୁଆରି ପହିଲା ସୁଦ୍ଧା ସେମାନେ…
ଅଧିକ ଖବର ଦେଖନ୍ତୁ...

ତୁମ ସ୍ୱାମୀଙ୍କୁ କାହିଁକି କ୍ଲିନଚିଟ୍ ମିଳିଥିଲା? ପ୍ରିୟଙ୍କାଙ୍କୁ ପ୍ରଶ୍ନ କଲେ ଓୱେସି

ହାଇଦ୍ରାବାଦ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଡା ପ୍ରଶ୍ନ କଲେ ଓୱେସି | ପ୍ରିୟଙ୍କାଙ୍କ ଅଭିଯୋଗ ପରେ ଚିହିଁକି ଉଠିଲେ ଓୱେସି | ବାସ୍ତବରେ ପ୍ରିୟଙ୍କା ଆଜି କହିଥିଲେ ଯେ ଭାରତୀୟ ଜନତା ପାର୍ଟି, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ଅଲ ଇଣ୍ଡିଆ ମଜଲିସ ଇତେହାଦୁଲ ମୁସଲିମ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ପ୍ରଚାରରେ ମୋଦୀଙ୍କ କ୍ରିକେଟ ଛୁଙ୍କ: ୫ ବର୍ଷରେ ପରସ୍ପରକୁ ଆଉଟ କରିବାରେ ଲାଗିପଡନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ଅନ୍ତିମ ମ୍ୟାଚ୍ ଆଜି ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି | ତେବେ ରାଜସ୍ଥାନରେ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କ୍ରିକେଟ୍ ଭାଷାରେ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି | କଂଗ୍ରେସକୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...