Advertisment
Latest Posts
Advertisment
ଜିଲ୍ଲା
ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନୁହେଁ: ହାଇକୋର୍ଟ
ବହୁ ଚର୍ଚ୍ଚିତ ସମ୍ବଲପୁର ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଶେଷ ରାୟ ପ୍ରକାଶ ପାଇଛି। ଏହା ହତ୍ୟାକାଣ୍ଡ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି...
Gallery
ପହଞ୍ଚିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡାର ଅମଲୀପାଲିସ୍ଥିତ ପଡ଼ିଆରେ ଯୁବ ସମାବେଶରେ ପହଞ୍ଚି ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ...
ବାଣିଜ୍ୟ
ଭାରତ-ପାକ୍ ଏସିଆ କପ୍ ଫାଇନାଲ୍: ୧୦ ସେକେଣ୍ଡ୍ ବିଜ୍ଞାପନକୁ ୨୫ ଲକ୍ଷ
ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ରବିବାର ଦିନ ଫାଇନାଲ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ଉଭୟ ଚିରପ୍ରତିଦ୍ବନ୍ଦ୍ବୀ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବ ଦୁଇଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା।
ଅପରାଧ
ରାଜଧାନୀରେ ପୁଳାପୁଳା ଆଗ୍ନେୟାସ୍ତ୍ର: ୧୦ ସେମିଅଟୋମେଟିକ୍ ପିସ୍ତଲ ଜବତ, କୁଖ୍ୟାତ ଚୋରା ବେପାରୀ ଗିରଫ
ସମ୍ପ୍ରତି କିଛି ଦିନ ହେଲା ରାଜଧାନୀ ଭୁବନେଶ୍ବରକୁ ବନ୍ଧୁକ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଚାଲାଣକାରୀମାନେ ବିହାର ଓ ଗୁଜରାଟରୁ ଅତ୍ୟାଧୁନିକ ମେସିନ୍ ତିଆରି ବନ୍ଧୁକ ଚାଲାଣ କରୁଛନ୍ତି।
ମନୋରଞ୍ଜନ
ପୂଜାରୁ ଆରମ୍ଭ ପାଞ୍ଚ ନାୟିକାଙ୍କ ଯାତ୍ରା
ବ୍ୟାବସାୟିକ ଦୃଷ୍ଟିକୋଣରୁ ଓଲିଉଡ୍ ପାଇଁ ଦଶହରା ଏକ ଗୁରୁତ୍ବପୂର୍ଣ୍ଣ ପର୍ବ। ଏହି ଅବସରରେ ପ୍ରତିବର୍ଷ ଏକାଧିକ ଓଡ଼ିଆ ଛବି ମୁକ୍ତିଲାଭ କରିଥାଏ। ଆଉ ପୂଜା ସମୟରେ ରିଲିଜ୍ ହୋଇଥିବା ସିନେମାରୁ କ୍ୟାରିୟର୍ ଆରମ୍ଭକରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଏହି ପାଞ୍ଚ ନାୟିକା।
ପୁନଶ୍ଚ ପୃଥିବୀ
‘ସୁସ୍ଥ ପରିବେଶ ପାଇଁ ସମସ୍ତେ ଯତ୍ନବାନ ହୁଅନ୍ତୁ’
ମଣିଷ ନିଜ ସ୍ବାର୍ଥ ପାଇଁ ପରିବେଶକୁ ନଷ୍ଟ କରୁଛି। ପରିବେଶର ସ୍ଥିତି ଠିକ୍ ନରହିଲେ, ମାନବସମାଜର ସ୍ଥିତି ବି ବିଗିଡ଼ିଯିବ। ଏଣୁ ଏବେଠାରୁ ହିଁ ପରିବେଶର ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ ହେବାକୁ ପଡ଼ିବ।