Advertisment
Latest Posts
Advertisment
ଜିଲ୍ଲା
ଅଶାନ୍ତ ସମ୍ବଲପୁର ସହର: ଗୋଟିଏ ଦିନରେ ଦୁଇ ଛୁରାମାଡ଼ ଘଟଣା
ଗୋଟିଏ ଦିନରେ ସମ୍ବଲପୁର ସହରରେ ୨ଟି ଛୁରାମାଡ଼ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସକାଳେ ଧନୁପାଲି ଥାନା ନିକଟସ୍ଥ ଭୁତାପଡ଼ାରେ ହୋଇଥିବା ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ରାତିରେ ବରେଇପାଲି ଥାନା ଅନ୍ତର୍ଗତ ବରେଇପାଲି ଛକରେ ଛୁରା ମାଡ଼ ହୋଇଛି....
Gallery
‘ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ’ର ବାର୍ଷିକ ସ୍ମରଣିକା ଉନ୍ମୋଚିତ
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ସ୍ମରଣିକାକୁ ଉନ୍ମୋଚନ କରୁଛନ୍ତି କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ)ର ସଭାପତି ତଥା ବିଧାୟକ ଟଙ୍କଧର ତ୍ରିପାଠୀ।
ବାଣିଜ୍ୟ
ସାଧାରଣ ଲୋକଙ୍କ ପାଇଁ କ’ଣ ଶସ୍ତା ହେଲା
ଦାନ୍ତଘଷା ପାଉଡର୍, ମହମବତୀ, ଟେପ୍, ସବୁ ପ୍ରକାର ଦିଆସିଲି, ଶିଶୁଙ୍କ ପିଇବା ବୋତଲ, ଶିଶୁଙ୍କ ପିଇବା ବୋତଲର ନିପଲ୍, କପଡ଼ାରେ ତିଆରି ହାଣ୍ଡ୍ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍, ଝୋଟରେ ତିଆରି ହାଣ୍ଡ୍ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍, କାଠରେ ତିଆରି ଟେବୁଲ୍ ଓୟାର ଓ କିଚେନ୍....
ଅପରାଧ
ନିର୍ଯାତନା ଦେଇ ଅପହୃତଙ୍କୁ ମାରିଦେଲେ: ବନ୍ଧାହେଲେ ଦମ୍ପତି, ୨ ସହଯୋଗୀ ଫେରାର
ଚାକିରି ଖୋଜୁଥିବା ଜଣେ ଯୁବକଙ୍କୁ ଅପହରଣ କରିବା ପରେ ବନ୍ଦୀ କରି ରଖିବା ସହ ନିର୍ଯାତନା ଦେଇଦେଇ ଶେଷରେ ମାରିଦେଲେ। ମୃତକ ହେଲେ ଛତିଶଗଡ଼ ଗରୁୱାଘାଟ କରୁଆର ରୋହିତ ପାନ୍(୨୭)।
ମନୋରଞ୍ଜନ
ଫସିଗଲେ ସଞ୍ଜୟ ଲୀଲା ଭଂଶାଳି; ରୁଜୁ ହେଲା ଠକେଇ ମାମଲା
ସଂଜୟ ଲୀଲା ଭଂଶାଲି, ଉତ୍କର୍ଷ ବାଲି ଏବଂ ଅରବିନ୍ଦ ଗିଲଙ୍କ ବିରୋଧ ଠକେଇ, ବିଶ୍ୱାସଘାତକତା, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧମକ ଭଳି ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ପୁନଶ୍ଚ ପୃଥିବୀ
ଜଳବାୟୁ ପରିବର୍ତ୍ତନର ପ୍ରଭାବ: ରାଜ୍ୟରୁ ଲୋପ ପାଇଗଲାଣି ଶ୍ବେତଅରଖ, ବାଇବିଡ଼ଙ୍ଗ
ଚରକ ସଂହିତା ଅନୁସାରେ ବନ୍ଧ୍ୟାଦୋଷ ଦୂର ଲାଗି ମହୌଷଧି ଭଳି କାମ କରେ ଶ୍ବେତଅରଖ ଚେର। କ୍ୟାନସର୍ ଓ ଡାଇବେଟିସ୍ ଭଳି ରୋଗର ଉପଚାର ପାଇଁ କେଉଁ କାଳରୁ ଗାଁ ଗଣ୍ଡାରେ ବ୍ୟବହାର...