Advertisment
Latest Posts
Advertisment
ରାଜ୍ୟ
ଏମ୍ସ ଭୁବନେଶ୍ୱର ସିନିୟର ରେସିଡେଣ୍ଟ ଡ. ମନୀତା ତମାଙ୍ଗଙ୍କୁ ୟୁସି ଚକ୍ରବର୍ତ୍ତୀ ପୁରସ୍କାର
ଏମ୍ସ ଋଷିକେଶରେ ଆୟୋଜିତ ପେଡିଆଟ୍ରିକ ସର୍ଜନମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଏମ୍ସ ଭୁବନେଶ୍ୱର ପେଡିଆଟ୍ରିକ ସର୍ଜରି ବିଭାଗରେ କାର୍ଯ୍ୟରତ ସିନିୟର ରେସିଡେଣ୍ଟ(ଶେଷ ବର୍ଷ) ଡ. ମନୀତା ତମାଙ୍ଗ ଦେଶର ମର୍ଯ୍ୟାଦାଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର ହାସଲ କରିଛନ୍ତି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
୪ଟି ଉଇକେଟ ନେଇ ଏହି ରେକର୍ଡ କଲେ ବୁମରା
ୱିକେଟ୍ ନେଇ ବୁମରା ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା ପୂର୍ବରୁ କେବଳ ଜଣେ ବୋଲରଙ୍କ ନାମରେ ଥିଲା କରିଥିଲେ, ଅର୍ଥାତ୍ ବର୍ତ୍ତମାନ ବୁମରା ଏହା କରିବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇପାରିଛନ୍ତି।
ରାଜନୀତି
ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ
ବିଜେଡିର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଅପରାଧ
ବିବାହର ୨ଦିନ ପୂର୍ବରୁ ଶୋଇବା ଘରୁ ମିଳିଲା ବର-କନ୍ୟାଙ୍କ ମୃତଦେହ
ସୀତାପୁରରେ ବିବାହର ଦୁଇ ଦିନ ପୂର୍ବରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଛି। ହଳଦୀ ସମାରୋହ ଦିନ ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କନ୍ୟାର ଶୋଇବା ଘରୁ ବର-କନ୍ୟାଙ୍କ ମୃତଦେହ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ମନୋରଞ୍ଜନ
ଛାଡ଼ପତ୍ରକୁ ନେଇ ଖୁସି ନାହାନ୍ତି ସାଇରା-ରହମାନ: ସାଇରାଙ୍କ ଓକିଲ
ରହମାନ ଓ ସାଇରା ୨୯ବର୍ଷ ହେଲାଣି ବିବାହିତ ଥିଲେ। ଏତେ ବର୍ଷ ବିତିବା ପରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେବା ସହଜ ନଥିଲା ବୋଲି କହିଛନ୍ତି ସାଇରାଙ୍କ ଓକିଲ ବନ୍ଦନା ଶାହ।