Advertisment
Latest Posts
Advertisment
ରାଜ୍ୟ
ଡକାୟତି ଉଦ୍ୟମ ପଣ୍ଡ: ତିନି ଅନ୍ତଜିଲ୍ଲା ଡକାୟତ ଗିରଫ, ଅନ୍ୟ ୩ ଅଭିଯୁକ୍ତ ଫେରାର
ବୈଶିଙ୍ଗା ଅଞ୍ଚଳରେ ମାରଣାସ୍ତ୍ର ସହିତ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ୩ ଅନ୍ତଃଜିଲା ଡକାୟତଙ୍କୁ ଘଟଣାସ୍ଥଳରୁ ପୁଲିସ ଗିରଫ ହୋଇଥିବା ବେଳେ ଅନ୍ୟ ୩ଜଣ ଏବେବି ଫେରାର ଅଛନ୍ତି l
ଜିଲ୍ଲା
କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ
କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..
ଖେଳ
ସ୍ଥଗିତ ରହିଲା ରିଙ୍କୁ ଏବଂ ସାଂସଦ ପ୍ରିୟାଙ୍କ ବିବାହ
ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହକୁ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି ରିଙ୍କୁଙ୍କ ଦଳ ପ୍ରତି ଥିବା ପ୍ରତିବଦ୍ଧତା। ଖେଳ ପାଇଁ ରିଙ୍କୁଙ୍କୁ ଦଳ ସହିତ ଯିବାକୁ ପଡିବ।
ରାଜନୀତି
ଡରାଇବାକୁ ଚେଷ୍ଟା କରନାହିଁ: ଆମେ କ୍ଷମତା ଛାଡିବାକୁ ପ୍ରସ୍ତୁତ
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ଯଦି ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପୁନଃସ୍ଥାପିତ ହୁଏ ଏବଂ ବିଧାନସଭା ଭଙ୍ଗ ହୋଇ ନୂତନ ନିର୍ବାଚନ ହୁଏ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ...
ଅପରାଧ
ସ୍ତ୍ରୀ ଓ ତାର ପ୍ରେମିକଙ୍କ କାର୍ଯ୍ୟକଳାପକୁ ସହି ପାରୁ ନାହିଁ, ହାରୁଛି ଜୀବନ: ଅସହାୟ ସ୍ବାମୀ
ହରିୟାଣାର ରୋହତକ ଜିଲ୍ଲାର ଡୋଭ ଗାଁରେ ଜଣେ ଯୁବକ ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ କାର୍ଯ୍ୟକଳାପକୁ ସହ୍ୟ କରି ନପାରି ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି।