Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ଆସୁଛି ଗଣେଶ ପୂଜା: ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ କାରିଗର
ପବିତ୍ର ଗଣେଶ ପୂଜା ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସହର ଉତ୍ସବ ମୁଖର ହୋଇ ଉଠିଛି। ବିଶେଷ କରି ବଙ୍ଗୋମୁଣ୍ଡାରେ ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେମାନେ ମୂର୍ତ୍ତି ଗଢ଼ିବା ପାଇଁ ପାଳ ନଡ଼ା ବିଡ଼ା ଉପରେ ମାଟି ପ୍ରଲେପ ଦେଉଛନ୍ତି। ବଙ୍ଗୋମୁଣ୍ଡାର ଯୁବ ଅଭିଜ୍ଞ ମୂର୍ତ୍ତି କାରିଗର ସନାତନ ସା’ଙ୍କ ସହ ଅନ୍ୟ କାରିଗରମାନେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।
ବାଣିଜ୍ୟ
ତେଲ କିଣିବା ପାଇଁ କାହାର ଚାପକୁ ଖାତିର କରିବ ନାହିଁ ଭାରତ: ଭାରତୀୟ ରାଷ୍ଟ୍ରଦୂତ
ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲଗାଇବା ଏବଂ ରୁଷରୁ ତେଲ କିଣିବା ପାଇଁ ଆମେରିକାର ସମାଲୋଚନାର ଜବାବ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଦେଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି, ଭାରତକୁ କାହାଠାରୁ ତେଲ କିଣିବାରୁ ରୋକାଯାଇପାରିବ ନାହିଁ...
ଅପରାଧ
ଲୋମହର୍ଷଣକାରୀ ଘଟଣା!:ଗର୍ଭବତୀ ପତ୍ନୀଙ୍କୁ ଗଳାକାଟି ହତ୍ୟା, ମୁଣ୍ଡ କାଟି ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଲେ ସ୍ବାମୀ
ଏକ ପ୍ରେମ ବିବାହ ଲୋମହର୍ଷଣକାରୀ ଘଟଣାର ରୂପ ନେଲା।ସ୍ୱାମୀ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗି ଦେଲେ....
ମନୋରଞ୍ଜନ
ଗର୍ଭବତୀ ଥିବା ଘୋଷଣା କଲେ ପରିଣୀତି ଚୋପ୍ରା, ଖୁବଶୀଘ୍ର ହେବେ ମା’
ମାତାପିତା ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା। ଏନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଘୋଷଣା କରିଛନ୍ତି। ଏହି ଦମ୍ପତି ୨୦୨୩ ମସିହାରେ ବିବାହ କରିଥିଲେ।
ପୁନଶ୍ଚ ପୃଥିବୀ
‘ବୃକ୍ଷରୋପଣ ଔପଚାରିକତାରେ ସୀମିତି ନରହୁ’
ପରିବେଶ ଅସୁସ୍ଥ ହୋଇପଡ଼ିଲାଣି। ଫଳରେ ଜୀବଜଗତ ପାଇଁ ବିପଦ ଘନେଇଛି। ଏହାର ପ୍ରମାଣ ହେଉଛି ଶୀତଋତୁରେ ବିଶେଷ ଥଣ୍ଡା ଅନୁଭବ ନହେବା ଆଉ ବର୍ଷା ଦିନେ ଗରମ ହେବା। ଏବେ ପରିବେଶ ସୁରକ୍ଷା ବଡ଼ ଆହ୍ବାନ ହୋଇଛି।