Advertisment
Latest Posts
Advertisment
ଜିଲ୍ଲା
ଅନ୍ତଜିଲ୍ଲା ଡକାୟତ-ଛିନ୍ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ
୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....
Gallery
ହାତୀ ମାଗୁଛି ହକ୍
ଓଡ଼ିଶା ଏକଦା ହାତୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବିକାଶ ପାଇଁ ଦ୍ରୁତ ଶିଳ୍ପାୟନ, ବେଧଡ଼କ ଜଙ୍ଗଲ କାଟିବା ଏବଂ ମାନବ ବସତି ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା ହ୍ରାସ ପାଇବାରେ ଲାଗିଛି...
ବାଣିଜ୍ୟ
ଦୁଇଥାକିଆ ଜିଏସ୍ଟିରେ ରାଜ୍ୟ ସହମତ: ଉଚ୍ଛେଦ ହେବ ୧୨%, ୨୮% ସ୍ଲାବ୍
ସମ୍ପ୍ରତି ପ୍ରଚଳନରେ ଥିବା ଚାରିଥାକିଆ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଢାଞ୍ଚାକୁ ବଦଳାଇ ଦୁଇଥାକିଆ କରିବାକୁ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବରେ ରାଜ୍ୟଗୁଡ଼ିକ ସହମତ ହୋଇଛନ୍ତି। ଜିଏସ୍ଟି ହାରକୁ ନେଇ ଗଠନ କରାଯାଇଥିବା ମନ୍ତ୍ରୀଗୋଷ୍ଠୀର ଏକ....
ଅପରାଧ
ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ହିନ୍ଦୁମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ : ରିପୋର୍ଟ ପ୍ରକାଶ କଲା ପାକିସ୍ତାନ ମାନବାଧିକାର ସଂଗଠନ
ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ବାଲ୍ୟ ବିବାହ ବ୍ୟତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଚିନ୍ତାଜନକ ଭାବେ ହିଂସା ବୃଦ୍ଧି ପାଇଛି। ଏନେଇ ପାକିସ୍ତାନର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ବା ଏଚ୍ଆର୍ସିପି ରିପୋର୍ଟ ପ୍ରକାଶ କରିଛି।
ମନୋରଞ୍ଜନ
ଅଭିନେତା ବରୁଣଙ୍କ ହାତ ଧରିଲେ ଗୋପୀ ବୋହୂ
ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଧାରାବାହିକ 'ସାଥ୍ ନିଭାନା ସାଥିୟା' ଅଭିନେତ୍ରୀ ଜିୟା ମାନେକ। ଧୁମଧାମରେ ବିବାହ କରିବା ପରିବର୍ତ୍ତେ ସେ ନିଜ ପରିବାରବର୍ଗଙ୍କ ଗହଣରେ ବିବାହ କରିଥିବା ଜଣାଯାଇଛି।
ପୁନଶ୍ଚ ପୃଥିବୀ
କୋମାରେ ମତ୍ସ୍ୟ ବିଭାଗ: ୨୭ ଜିଲ୍ଲାରେ ନାହାନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ
କୋମାରେ ସରକାରଙ୍କ ମତ୍ସ୍ୟ ବିଭାଗ। ରାଜ୍ୟର ୨୭ ଜିଲ୍ଲାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ (ଡିଏଫ୍ଓ) ପଦବି ଖାଲି ପଡ଼ିଛି। କେବଳ ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଭାରପ୍ରାପ୍ତ ଏଡିଏଫ୍ଓଙ୍କ ଦ୍ବାରା ଏହା ପରିଚାଳିତ ହେଉଛି।