ପ୍ରିୟଙ୍କା ମୋଦୀଙ୍କ ବିରୋଧରେ ଲଢ଼ିବାକୁ ବାରଣାସୀ କଂଗ୍ରେସର ପ୍ରସ୍ତାବ

ବାରଣାସୀ,: କଂଗ୍ରେସର ନୂତନ ସାଧାରଣ ସଂପାଦକ ତଥା ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବାରଣାସୀଙ୍କୁ ପ୍ରାର୍ଥୀ କରାଯିବାକୁ ବାରଣାସୀ କଂଗ୍ରେସ ଶାଖା ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରିୟଙ୍କା ପ୍ରାର୍ଥୀ ହେଲେ ଏହାର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିବ ଏବଂ ଦଳ ଲାଭବାନ ହେବ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର