ଝାରସୁଗୁଡ଼ା ଜିଲ୍ଲାର ୫ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲାର ୫ଟି ବ୍ଳକର ୫ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିମ୍ନରୁ ଜାଣନ୍ତୁ ଝାରସୁଗୁଡ଼ା ଜିଲ୍ଲାର ପ୍ରଥମ ଦିନର ଜିଲ୍ଲା ପରିଷଦ ଭୋଟ ଗଣତିର ଫଳାଫଳ :

ଝାରସୁଗୁଡ଼ା ଜୋନ୧:-

ଝରଣା ସାଗର, ବିଜେଡି: ୧୫୬୬୬
ପଦ୍ମିନୀ ପଟେଲ, ବିଜେପି: ୪୧୭୦
ସୁଜାତା ପାଟଯୋଶୀ, କଂଗ୍ରେସ: ୧୮୧୮
ସୁନିତା ମହାନନ୍ଦ, ବିଏସପି: ୧୪୬

ବିଜେଡି ପ୍ରାର୍ଥୀ ୧୧୪୯୬ ଭୋଟ ରେ ବିଜୟୀ

ଲଇକେରା ଜୋନ ୧:-
୧.ତୁଳାବତୀ ମିଞ୍ଜ, ବିଜେଡି: ୧୦୩୫୬
୨.ସାଇବାସିନୀ ପ୍ରଧାନ, ବିଜେପି: ୬୦୩୭
୩. ତପସ୍ବୀନି ମୁଣ୍ଡା, କଂଗ୍ରେସ:୭୭୩

ବିଜେଡି ପ୍ରାର୍ଥୀ ୪୩୧୯ ଭୋଟ ରେ ବିଜୟୀ

କୋଲାବିରା ଜିଲ୍ଲା ପରିଷଦ:-
୧.ନୃପଲାଲ ପ୍ରସାୟତ, ବିଜେଡି: ୧୮୭୧୦
୨.ବଳରାମ ପାଣ୍ଡେ, ବିଜେପି:୧୧୯୮୭
୩. ଶ୍ରୀକର ସାହୁ, କଂଗ୍ରେସ:୬୧୨

ବିଜେଡି ପ୍ରାର୍ଥୀ ୬୭୨୩ ଭୋଟ ରେ ବିଜୟୀ

ଲଖନପୁର ଜୋନ ୧:-
୧. ସନତ ସିଂ, ବିଜେଡି: ୨୧୧୦୩
୨. ଚକାନନ୍ଦ ସା, ବିଜେପି: ୭୬୫୮
୩. ଅଶୋକ ସାହୁ, କଂଗ୍ରେସ: ୨୬୫୮

ବିଜେଡ଼ି ପ୍ରାର୍ଥୀ ୧୩୪୪୫ ଭୋଟ ରେ ବିଜୟୀ

କିରମୀରା ଜିଲ୍ଲା ପରିଷଦ:-
୧. ରିତା ବାଘ, ବିଜେଡି: ୧୬୨୯୨
୨. ଜୋତ୍ସ୍ନା ବିଶ୍ବାଳ, ବିଜେପି: ୯୧୬୭
୩. ପ୍ରମିଳା ଚିଲ, କଂଗ୍ରେସ: ୮୧୮

ବିଜେଡି ପ୍ରାର୍ଥୀ ୭୧୨୫ ଭୋଟ ରେ ବିଜୟୀ

ସମ୍ବନ୍ଧିତ ଖବର