ପପୁଆ ନ୍ୟୁ ଗିନିରେ ୭.୫ ତୀବ୍ରତାର ଭୂକମ୍ପ

ପପୁଆ ନ୍ୟୁ ଗିନି : ପପୁଆ ନ୍ୟୁ ଗନି ଆଜି ୭.୫ ତୀବ୍ରତାର ଭୂକମ୍ପରେ ଥରି ଉଠିଛି। ପ୍ରଶାନ୍ତ ମହାସାଗରର ପ୍ରେଗେରିଆର ଦକ୍ଷିଣକୁ ୫୫ ମାଇଲ ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତେବେ ଏହି ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଦିଆଯାଇନାହିଁ। ପ୍ରାଥମିକ ରିପୋର୍ଟରୁ କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ।

ସମ୍ବନ୍ଧିତ ଖବର