ହାଜର ହେଲେନି ଚନ୍ଦା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜାରି କରିଥିବା ସମନକୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଅଣଦେଖା କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଇଡିରେ ହାଜର ହୋଇନଥିଲେ। ଗତ ସପ୍ତାହରେ ମଧ୍ୟ ସେ ଇଡିରେ ହାଜର ହୋଇନଥିଲେ। ସେତେବେଳେ ମଧ୍ୟ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର