ନିରବଙ୍କ ପରିବାରର ପବନ କଳ ଜବତ

ନୂଆଦିଲ୍ଲୀ: ପିଏନ୍‌ବି ମହାଦୁର୍ନୀତର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ପରିବାର ଦ୍ୱାରା ରାଜସ୍ଥାନର ଜୈସଲମର୍‌ଠାରେ ଥିବା ୫୨.୮୦ କୋଟି ଟଙ୍କାର ଏକ ପବନ କଳକୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜବତ କରାଯାଇଛି। ମନି ଲଣ୍ଡରିଂ ନିୟମ ଆଧାର ନିରବଙ୍କ ବିରୋଧରେ ମାମଲା ଦାୟର କରି ଇଡି ତଦନ୍ତ କରୁଛି। ଏହି ନିୟମ ଅନୁୟାୟୀ ପବନ କଳକୁ ଜବତ କରିବାକୁ ଇଡି ନିର୍ଦେଶ ଦେଇଛି। ବର୍ତ୍ତମାନ ସୁଦ୍ଧା ଇଡି ପକ୍ଷରୁ ନିରବ ମୋଦିଙ୍କ ୬୯୧ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଲାଣି।

ସମ୍ବନ୍ଧିତ ଖବର