ଏୟାରଟେଲ୍‌ ୪ଜି ହଟ୍‌ସ୍ପଟ୍‌ ମୂଲ୍ୟ କମିଲା

ଭୁବନେଶ୍ୱର: ଏୟାରଟେଲ୍‌ର ୪ଜି ହଟ୍‌ସ୍ପଟ୍‌ ମୂଲ୍ୟ ୯୯୯ ଟଙ୍କାକୁ ହ୍ରାସ ପାଇଛି। ଗ୍ରାହକମାନେ ଆମାଜନ୍‌ ଇଣ୍ଡିଆ ଜରିଆରେ ଏହି ହଟ୍‌ସ୍ପଟ୍‌ ପାଇଁ ବରାଦ ଦେଇପାରିବେ। ଏହି ହଟ୍‌ସ୍ପଟ୍‌ ଜରିଆରେ ଗ୍ରାହକମାନେ ବିଭିନ୍ନ ଉପକରଣରେ ୪ଜି ସ୍ପିଡ୍‌ର ଇଣ୍ଟରନେଟ୍‌ ପାଇପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର