ନିଜ କଂପାନିରୁ ଅନିଲ୍‌ ଅମ୍ବାନିଙ୍କ ଇସ୍ତଫା

ମୁମ୍ବାଇ : ସେବିର ନିର୍ଦେଶ ପାଳନ କରିବା ଲାଗି ନିଜର ଦୁଇ କଂପାନି ରିଲାଏନ୍ସ ପାୱାର ଓ ରିଲାଏନ୍ସ ଇନଫ୍ରା‌ଷ୍ଟ୍ରକ୍‌ଚର୍‌ର ନିର୍ଦେଶକ ପଦରୁ ଅନିଲ୍‌ ଅମ୍ବାନି ଇସ୍ତଫା ‌ଦେଇଛନ୍ତି। ତାଲିକାଭୁକ୍ତ କଂପାନି ସହ ଅନିଲ ସମ୍ପର୍କ ରଖିପାରିବେନି ବୋଲି ସେବି କହିଛି।

ସମ୍ବନ୍ଧିତ ଖବର