ସାଇକଲ୍‌ ପିଓର ଅଗରବତିର ବିଶ୍ବକପ୍ ଅଭିଯାନ

ଭୁବନେଶ୍ବର,: ଆଇସିସି କ୍ରିକେଟ୍ ବିଶ୍ବକପ୍ ଖେଳୁଥିବା ଭାରତୀୟ ଟିମ୍‌ ପାଇଁ କ୍ରୀଡ଼ାପ୍ରେମୀଙ୍କ ଶୁଭକାମନା ଓ ପ୍ରାର୍ଥନା ସଂଗ୍ରହ କରିବା ପାଇଁ ସାଇକଲ୍ ପିଓର ଅଗରବତୀ ପକ୍ଷରୁ ‘ପ୍ରେ ଫର ଇଣ୍ଡିଆ’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି। କଟକ ଚଣ୍ଡି ମନ୍ଦିରର ମୁଖ୍ୟ ପୂଜକ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ରାଜ୍ୟର ଭୁବନେଶ୍ବର, କଟକ, ବାଲେଶ୍ବର, ଘଟଗାଁ, ଚୌଦ୍ବାର, ଅନୁଗୁଳ, ସମ୍ବଲପୁର ଓ ବଲାଙ୍ଗୀର କ୍ରିକେଟ୍ ପ୍ରେମୀଙ୍କ ଠାରୁ ଶୁଭକାମନା ସଂଗ୍ରହ କରାଯିବ।

ସମ୍ବନ୍ଧିତ ଖବର