ଡ୍ୟୁକ୍‌ର ସାର୍ଟ, ଟ୍ରାଉଜର, ଡେନିମ୍‌ ସମ୍ଭାର

ଭୁବନେଶ୍ୱର: ଚଳିତବର୍ଷର ସମର କଲେକ୍ସନ ପୋଷାକରେ ଡ୍ୟୁକ୍‌ ପକ୍ଷରୁ ବିଭିନ୍ନ ଷ୍ଟାଇଲ୍‌, ରଙ୍ଗ ଏବଂ ସାଇଜ୍‌ର ସାର୍ଟ, ଟ୍ରାଉଜର ଓ ଡେନିମ୍‌ ଉପଲବ୍ଧ କରାଯାଇଛି। ଉକ୍ତ କଲେକ୍ସନରେ ଭଲ ଡିଜାଇନ୍‌ର କଟନ ସାର୍ଟ ଏବଂ ଫର୍ମାଲ ଟ୍ରାଉଜର ରହିଛି। ନୂଆ କଲେକ୍ସନର ପୋଷାକ ଗୁଡ଼ିକ ପିନ୍ଧିବାକୁ ଯେଭଳି ଆରାମ ରକ୍ଷଣାବେକ୍ଷଣ ପାଇଁ ସେଭଳି  ସୁବିଧାଜନକ ମଧ୍ୟ। ଡେନିମ୍‌ କଲେକ୍ସନ ପୋଷାକ ପିନ୍ଧି ଯୁବବର୍ଗ ଅଫିସକୁ ଯାଇପାରିବେ। ସମର କଲେକ୍ସନ ୨୦୧୮ ରେଞ୍ଜ ପୋଷାକର ମୂଲ୍ୟ ୫୯୫ ଟଙ୍କାରୁ ଆରମ୍ଭ ହୋଇଛି। ଦେଶର ସବୁ ଡ୍ୟୁକ୍ସ ଏକ୍ସକ୍ଲୁସିଭ ଷ୍ଟୋର ଏବଂ ମଲ୍ଟି ବ୍ରାଣ୍ଡ୍‌ ଆଉଟଲେଟ୍‌ରେ ଏହି ନୂଆ କଲେକ୍ସନ ପୋଷାକ ଉପଲବ୍ଧ କରାଯାଇଛି ବୋଲି କମ୍ପାନିର ନିର୍ଦ୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର