ଭୁବନେଶ୍ୱର: ଉତ୍କଳ ହ୍ୟୁଣ୍ଡାଇ ମୋଟରର ପଟିଆ ସର୍ଭିସ୍ କେନ୍ଦ୍ରଠାରେ ଫ୍ରି-କାର୍ କେୟାର କ୍ଲିନିକ୍ ସେବା ଉଦ୍ଘାଟିତ ହୋଇଯାଇଛି। ଏଥିରେ ଗ୍ରାହକମାନଙ୍କୁ ଆକର୍ଷଣୀୟ ପାର୍ଟସ୍ ଉପରେ ୧୦% ଏବଂ ଲେବରରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ୫୦ ପଏଣ୍ଟ ଚେକିଂ ସହ ରୋଡ୍ ସାଇଡ୍ ଆସିଷ୍ଟାନ୍ସି ଏବଂ ୫୦ ଏକ୍ସଟରନାଲ ୱାରେଣ୍ଟି ଉପରେ ମଧ୍ୟ ରିହାତି ଦିଆଯାଉଛି। ଏହା ୨୧ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଫ୍ରି-କାର୍ କେୟାର କ୍ଲିନିକ୍କୁ ରେଳକୁଞ୍ଜସ୍ଥିତ ଏସ୍ବିଆଇ ବ୍ୟାଙ୍କର ଶାଖା ପରିଚାଳକ ଦେବାଶିଷ ବିରତିଆ ଉଦ୍ଘାଟନ କରିଥିଲେ।