ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ତାଳଚେର ବିଧାୟକଙ୍କ ଅଫିସ୍‌ ପରିସରରୁ ମିଳିଲା ବୋମା

ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ପରିସରରୁ ଏକ ବୋମା ଉଦ୍ଧାର ହୋଇଛି। ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏକ ବୋମାକୁ ଦେଖିବାକୁ ପାଇଥିଲେ। ତେବେ ଏହି ବୋମା କିଏ ଓ କାହିଁକି ରଖିଚି ତାକୁ…
ଅଧିକ ଖବର ଦେଖନ୍ତୁ...

ଘୂର୍ଣ୍ଣିବଳୟ ସକ୍ରିୟ: ୨୪ ଘଣ୍ଟା ମଧ୍ୟରେ ୨୩ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ଗୁରୁବାର) ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ମଇଁଷି ମୃତ୍ୟୁ, ବନ୍ତଳା-ସାତକୋଶିଆ ରାସ୍ତା ଅବରୋଧ

ବନ୍ତଳା:ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବାବେଳେ ଆଜି ମଇଁଷି ଗୋଠରେ ପଶିଥିବାବେଳେ ଗୋଟିଏ ମଇଁଷିର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଅନୁଗୁଳ ଜିଲ୍ଲାର ବନ୍ତଳାର ମଧୁପୁର…
ଅଧିକ ଖବର ଦେଖନ୍ତୁ...

ଚାଷୀ ଦମ୍ପତିଙ୍କୁ ହାତୀ ଆକ୍ରମଣ ଘଟଣା: ରାଜପଥରେ ମୃତଦେହ ରଖି ଆନ୍ଦୋଳନ, ଅଟକିଲା ଶତାଧିକ ଯାନବାହନ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଦମ୍ପତିଙ୍କୁ ହାତୀ ଆକ୍ରମଣ ଘଟଣା ପରେ ସ୍ଥାନୀୟ ଲୋକେ ତାତିଛନ୍ତି। ଆଜି ଦିନ ୧୨ଟା ପରଠାରୁ ବନ୍ତଳା ଛକରେ ତଳଗଡ଼ ଗାଁର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ବନ୍ତଳା ରେଂଜର ନୀଳାଦ୍ରି ନାଥ ସାହୁ ଓ ଅନୁଗୁଳ…
ଅଧିକ ଖବର ଦେଖନ୍ତୁ...

ବାଇଗଣ ବଗିଚାକୁ ଯାଇଥିଲେ ଚାଷୀ ଦମ୍ପତି: ଦଳି ଦେଲା ହାତୀ, ଚାଲିଗଲା ସ୍ତ୍ରୀଙ୍କ ଜୀବନ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆଜି ପୁଣି ଉତ୍ପାତ ମଚାଇଛି। ବାଇଗଣ ବଗିଚାକୁ ଚାଷୀ ଦମ୍ପତି ଯାଇଥିବା ବେଳେ ହାତୀ ଆକ୍ରମଣରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ରୋକିବା ବିଜେପି ପାଇଁ ଆହ୍ବାନ

ଅନୁଗୁଳ: ବିଜେପି ସହ ମେଣ୍ଟ ଭାଙ୍ଗିବା ପରଠାରୁ ପାଳଲହଡ଼ା ନିର୍ବାଚନମଣ୍ଡଳୀ ବିଜେଡି କବ୍‌ଜାରେ ରଖିଛି। କିନ୍ତୁ ଏଠାରେ ଗୋଟିଏ ଭିନ୍ନ ପରମ୍ପରା ସୃଷ୍ଟି କରିଛି ଦଳ। ପ୍ରତିଥର ପ୍ରାର୍ଥୀ ବଦଳାଇଛି। ବିଧାୟକ ଥିବା ନେତାଙ୍କୁ ଦଳ ଟିକେଟ୍‌ ନ ଦେଇ ନୂଆ ଚେହେରା ସାମ୍‌ନାକୁ ଆଣିଛି। ହେଲେ ଏଥର…
ଅଧିକ ଖବର ଦେଖନ୍ତୁ...

ଜ୍ବାଇଁ ହତ୍ୟାକାରୀ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଅନୁଗୁଳ: ପାରିବାରିକ ଗଣ୍ଡଗୋଳ କାରଣରୁ ଜ୍ବାଇଁକୁ ହତ୍ୟା କରିଥିବା ରାଧାରମଣପଡ଼ାର ବିପିନ ସାହୁଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାଙ୍କୁ ଅତିରିକ୍ତ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।…
ଅଧିକ ଖବର ଦେଖନ୍ତୁ...

ବିସ୍ଥାପନ ପ୍ରକ୍ରିୟା ଉପରେ ସରକାରଙ୍କ ରୋକ୍: ସାତକୋ‌ଶିଆରୁ ହଟିବନି ଗାଁ

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଏହାର କୋର୍‌ ଅଞ୍ଚଳରୁ ଜନବସତି ହଟାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ଜୋର୍‌ କରି ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲା, ସେଥି‌ରେ ରୋକ୍‌ ଲାଗିଛି। ଏବେ ଅଭୟାରଣ୍ୟରୁ କୌଣସି ଗାଁ ହଟିବନି। ଏହା ସ‌ାତକୋଶିଆବାସୀଙ୍କୁ ଆଶ୍ବସ୍ତ କରିଥିଲା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି (ଶୁକ୍ରବାର) ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।…
ଅଧିକ ଖବର ଦେଖନ୍ତୁ...

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ 

ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...