ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଝାରସୁଗୁଡ଼ାରେ ୭୮.୭% ମତଦାନ, ଇଭିଏମ୍‌ରେ ବନ୍ଦ ୯ ପ୍ରାର୍ଥୀଙ୍କ ଭାଗ୍ୟ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ୍‌ ହେବାକୁ ୪୩ ଡିଗ୍ରିର ପ୍ରଚଣ୍ଡ ଖରା ଝାରସୁଗୁଡ଼ବାସୀଙ୍କ ପାଇଁ ବାଧକ ସାଜିପାରିନି। ସନ୍ଧ୍ୟା ସୁଦ୍ଧା ଇଭିଏମ୍‌ରେ କଏଦ୍‌ ହୋଇସାରିଛି ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ୩ ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ସରିଲା ଝାରସୁଗୁଡ଼ା ଉପନିର୍ବାଚନ ମତଦାନ, ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଦେଲେ ଭୋଟ

ଝାରସୁଗୁଡା: ସରିଲା ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଝାରସୁଗୁଡା ବାସିନ୍ଦା ବାଛି ସାରିଛନ୍ତି ନିଜ ନେତା। ଝାରସୁଗୁଡା ଉପ ନିର୍ବାଚନର ଭୋଟିଂ ସକାଳ ୭ ଟାରୁ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟା ଯାଏଁ ଚାଲିଥିଲା ମତଦାନ ସଂଗ୍ରହ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଅପରାହ୍ନ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ହୋଇଛି ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ଏକାତାଲିରେ ଥିବା ବୁଥ ନମ୍ବର ୪୯ ଓ ୫୦ରେ ଉତ୍ତେଜନା

ଝାରସୁଗୁଡା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ତାତି ପାଇଁ ମତଦାନ ପ୍ରଭାବିତ, ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ହୋଇଛି ୫୫.୨୦ ପ୍ରତିଶତ ମତଦାନ

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୫୫.୨୦ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାର୍ଇ ଭୋଟିଂ ଜାରି: କେତେକ ବୁଥରେ ଉପୁଜିଛି ଅପ୍ରୀତିକର ପରିସ୍ଥିତି

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି। ସୂଚନ‌ା ଅନୁଯାୟୀ ଲାଇକେରା ବ୍ଲକର ୨୩୬ ନମ୍ବର କୁଲେମୁରାଠାରେ ଥିବା ବୁଥରେ ଜଣେ ସାଧାରଣ ଭୋଟରଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଚାଲିଥିବା ସେ…
ଅଧିକ ଖବର ଦେଖନ୍ତୁ...

ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ସରବାହାଲର ଏକ ମତଦାନ କେନ୍ଦ୍ରରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମତଦାନ କରିଥିବା ଜଣାଯାଇଛି। ଏହାପୂର୍ବରୁ ସେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମତଦାନ କରିବା ପରେ ସେ ଝାରସୁଗୁଡ଼ାର ଜନସାଧାରଣଙ୍କୁ ସେମାନଙ୍କର ଭୋଟ ଦାନ ମୌଳିକ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଉପନିର୍ବାଚନ: ମତଦାନ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାର ଗୁଜୁରାଟୀ କଲୋନିର ବୁଥରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଥିବା ଜଣାଯାଇଛି। ତାଙ୍କ ସହ ପତ୍ନୀ ମଧ୍ୟ ସେଠାରେ ଭୋଟ୍ ଦାନ କରିଛନ୍ତି। ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଉପନିର୍ବାଚନ: ଭୋଟଦାନ କେନ୍ଦ୍ରରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଅନେକ ନୂଆ ଭୋଟର ଆସିଥିବାବେଳେ ସେମାନେ ମତଦାନ କରିବା ନେଇ ଖୁସି ଥିବା ପରିଲକ୍ଷିତ ହେଉଛି।…
ଅଧିକ ଖବର ଦେଖନ୍ତୁ...