ଡିକି ଖୋଲି ନେଇଗଲେ ୧.୬୦ ଲକ୍ଷ

ସୁନ୍ଦରଗଡ଼ : କିଛିଦିନର ବ୍ୟବଧାନ ପରେ ସୁନ୍ଦରଗଡ଼ ସହରରେ ପୁଣି ଡିକି ଲୁଟେରା ମାତିଛନ୍ତି। ଆଜି ଦିନ ୧୧ଟାରେ ସହରର ଜନଗହଳିପୂର୍ଣ୍ଣ ସିଣ୍ଡିକେଟ ବ୍ୟାଙ୍କ ସମ୍ମୁଖରେ ଦୀପକ କାକ ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଖୋଲି ୧ ଲକ୍ଷ ୬୦ ହଜାର ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ଅଭିଯୋଗ ପରେ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ବି ଲୁଟେରାମାନଙ୍କ କୌଣସି ସୁରାକ ପାଇ ପାରିନାହିଁ।

ସମ୍ବନ୍ଧିତ ଖବର