୧୧ ଫୁଟିଆ ଅଜଗର ଉଦ୍ଧାର

ବାରଙ୍ଗ : ଶନିବାର ଦାରୁଠେଙ୍ଗ ଗ୍ରାମ ନିକଟ ନାଳୀ ପାଖରୁ ଏକ ୧୧ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରିଛନ୍ତି ସ୍ନେକ୍‌ ହେଲପ୍ ଲାଇନ୍‌ର ସଦସ୍ୟ ଆଶିଷ ବେହେରା। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ସାପଟିକୁ ଉଦ୍ଧାର କରାଯିବା ପରେ ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଛି।

ସମ୍ବନ୍ଧିତ ଖବର