ଡ. ଭାଗୀରଥି ବେହେରାଙ୍କୁ ଏନ୍‌ଏମ୍‌ ବିଜ୍ଞାନ ସମ୍ମାନ

ଭୁବନେଶ୍ୱର : ଏନ୍‌ଏମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନୟରିଂ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ‘ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ପରିବେଶବିତ୍‌ ଡ. ଭାଗୀରଥି ବେହେରାଙ୍କୁ ଏନ୍‌ଏମ୍‌ ବିଜ୍ଞାନ ସମ୍ମାନ ୨୦୧୮ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି। ଅନୁଷ୍ଠାନର ନିର୍ଦେଶକ କେସି ସିଂହ ଏହି ସମ୍ମାନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର