ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ବିରଞ୍ଚିନାରାୟଣ

ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ପାଳିତ ହୁଏ ନୂଆବର୍ଷ ରୂପେ। ଏହା ସୌରବର୍ଷର ପ୍ରଥମ ଦିନ। ଏ ପର୍ବ ସୂର୍ଯ୍ୟଙ୍କୁ ନେଇ। ସଭ୍ୟତାର ଆଦିକାଳରୁ ସୂର୍ଯ୍ୟ ଦେବତା ରୂପେ ସ୍ୱୀକୃତ ହୋଇଆସିଛନ୍ତି। କାରଣ, ସେ ସକଳ ଶକ୍ତିର ଆଧାର। ତାଙ୍କ ବିନା ଏ ସୃଷ୍ଟି ସମ୍ଭବ ନୁହେଁ। ତେଣୁ ସୃଷ୍ଟି, ସ୍ଥିତି ଓ…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାମଙ୍କ ପଥ, ଆମର ତୀର୍ଥ: ଅତ୍ରି ଅନସୂୟା ଦର୍ଶନ

ବନବାସର ପ୍ରାୟ ଏଗାର ବର୍ଷରୁ ଅଧିକ କାଳ ରାମଚନ୍ଦ୍ର ଚିତ୍ରକୂଟରେ ଅତିବାହିତ କଲେ। ଏହି ଅବସ୍ଥାନ କାଳରେ ବିଭିନ୍ନ ଜନପଦର ଅରଣ୍ୟବାସୀମାନେ ଦଳ ଦଳ ହୋଇ ଆସି ରାମଚନ୍ଦ୍ରଙ୍କୁ ଦର୍ଶନ କରୁଥିଲେ। ଫଳରେ ଚିତ୍ରକୂଟ କ୍ରମଶଃ ଲୋକାରଣ୍ୟ ହେବାକୁ ଲାଗିଲା। ରାମଚନ୍ଦ୍ର ପୂର୍ବରୁ ଅନେକ ରାକ୍ଷସ ବଧ…
ଅଧିକ ଖବର ଦେଖନ୍ତୁ...

ସୁଭାଷିତ: ଯେ ଭୟଭୀତ ସେ ସଂଗ୍ରାମକୁ ଯିବା ଅନାବଶ୍ୟକ

ଆଦିକବି ବାଲ୍ମୀକିଙ୍କ ମୂଳ ସଂସ୍କୃତ ରାମାୟଣ ଆଧାରରେ, ଭାରତରେ ଓ ଭାରତ ବାହାରେ ଅଗଣିତ ରାମାୟଣ ରଚିତ ହୋଇଛି। ସେସବୁ ମଧ୍ୟରେ ତୁଳସୀଦାସ ବିରଚିତ ରାମାୟଣର ରହିଛି ସ୍ୱତନ୍ତ୍ର ସ୍ଥାନ। ଏହାର ନାମ ‘ଶ୍ରୀରାମଚରିତମାନସ’ ହେଲେ ହେଁ ‘ତୁଳସୀ ରାମାୟଣ’ ଭାବରେ ଏହା ସୁପ୍ରସିଦ୍ଧ ଓ ଲୋକପ୍ରିୟ।…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଙ୍କଟ ପାଇଁ ବାପାଙ୍କ ସହ ଚା’ ବିକୁଥିବା ଆଇଏଏସ ଅଧିକାରୀଙ୍କ ସଂଘର୍ଷର କ‌ାହାଣୀ…

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଲକ୍ଷଲକ୍ଷ ପ୍ରାର୍ଥୀ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଦେଇଥାଆନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ସେମାନେ ନିଜନିଜ ସଂଘର୍ଷର କାହାଣୀ ବଖାଣିଥାଆନ୍ତି। ଆଜି ପର୍ଯ୍ୟନ୍ତ ଯେଉଁ ପ୍ରାର୍ଥୀ ବି ୟୁପିଏସସି…
ଅଧିକ ଖବର ଦେଖନ୍ତୁ...

ଅନେକ ଚିକିତ୍ସା ଓ ଔଷଧ ଖାଇବା ପରେ ବି ଆସୁନାହିଁ ନିଦ: ଗତ ୬୦ବର୍ଷ ହେବ ରହିଛି ଅନିଦ୍ରା

ନୂଆଦିଲ୍ଲୀ: ଜୀବନ ବଞ୍ଚିବା ପାଇଁ ଖାଦ୍ୟ ପାନୀୟ ଓ ବାସଗୃହ ଯେମିତି ନିହାତି ଆବଶ୍ୟକ ସେମିତି ସୁସ୍ଥ ରହିବା ପାଇଁ ପ୍ରତିଦିନ ନିଦ୍ରା ଜରୁରୀ ହୋଇଥାଏ। କିନ୍ତୁ ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ବର୍ଷବର୍ଷ ହେବ ଶୋଇ ନାହାନ୍ତି। ଭିଏତନାମରେ ଏକ ଛୋଟ ଗ୍ରାମ ଅଛି। ଏହି…
ଅଧିକ ଖବର ଦେଖନ୍ତୁ...

ଶେଷ ମୁହୂର୍ତ୍ତରେ ବାପାଙ୍କ କିଡନି ପାଇ ବଞ୍ଚିଲା ପୁଅର ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଜ‌ାନୁଆରି ୨୨ତାରିଖରେ ପ୍ରଥମଥର ପାଇଁ କିଡ଼ନି ପ୍ରତିରୋପଣ କରାଯାଇଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ  ରହୁଥିବା ୩୨ବର୍ଷର ଯୁବକ ତିନିବର୍ଷ ହେବ କିଡନିଜନିତ ରୋଗରେ ପୀଡ଼ିତ…
ଅଧିକ ଖବର ଦେଖନ୍ତୁ...

‘ନାସା’ର ରୋଭର୍ ମହାକୁମ୍ଭ: ଭାରତୀୟ ଛାତ୍ରଙ୍କ ଚମକ

ଭାରତର ଦୁଇ ଦଳ ଛାତ୍ରଙ୍କୁ ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ‘ହ୍ୟୁମାନ ଏକ୍ସପ୍ଲୋରେସନ୍‌ ରୋଭର୍ ଚ୍ୟାଲେଞ୍ଜ’ (ହର୍କ) ପୁରସ୍କାର ପ୍ରଦାନ କରିଛି। ଏହି ପ୍ରତିଯୋଗିତାର ‘କ୍ରାସ୍‌ ଆଣ୍ଡ୍‌ ବର୍ନ’ ବିଭାଗର ପୁରସ୍କାର ଦିଲ୍ଲୀ-ଏନ୍‌ସିଆର୍‌ ସ୍ଥିତ କେଆଇଇଟି ଗ୍ରୁପ୍‌ ଅଫ୍‌…
ଅଧିକ ଖବର ଦେଖନ୍ତୁ...

୨୦୨୬ରୁ ଭାରତରେ ବିମାନ ଟାକ୍ସି ସେବା: ୭ ମିନିଟ୍‌ରେ ଦିଲ୍ଲୀରୁ ଗୁରୁଗ୍ରାମ!

ଭାରତରେ ବିମାନସେବା ଯୋଗାଉଥିବା ଅନ୍ୟତମ ପ୍ରମୁଖ ସଂସ୍ଥା ‘ଇଣ୍ଡିଗୋ’ର ମୂଳ କମ୍ପାନି ‘ଇଣ୍ଟରଗ୍ଲୋବ୍‌ ଏଣ୍ଟରପ୍ରାଇଜେସ୍‌’ ଓ ଆମେରିକାର ‘ଆର୍ଚର ଏଭିଏସନ୍‌’ ମିଶି ଖୁବ୍‌ ଶୀଘ୍ର ଭାରତରେ ବିଦ୍ୟୁତ୍‌-ବିମାନ-ଟାକ୍ସି ସେବା ଯୋଗାଇବେ ବୋଲି ଜଣାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଫୋକସ୍‌ରେ ଗ୍ୟାଜେଟ୍: ରିଅଲ୍‌ମିର ଦୁଇଟି ବଜେଟ୍‌ ମଡେଲ୍‌

ରିଅଲ୍‌ମି କମ୍ପାନି ଆଜି ଭାରତୀୟ ବଜାରରେ ଦୁଇଟି ନୂଆ ବଜେଟ୍‌ ଫୋନ୍ ଉନ୍ମୋଚନ କରିଛି- ‘ନାର୍‌ଜୋ ୭୦ ୫ଜି’ ଓ ‘ନାର୍‌ଜୋ ୭୦ଏକ୍‌ସ ୫ଜି’। ଏ ଦୁଇଟି ଫୋନ୍‌ରେ ମିଡିଆଟେକ୍‌ ଚିପ୍‌ସେଟ୍‌ ଲାଗିଛି। ଉଭୟ ଫୋନ୍‌ର ଆଇପି୫୪ ରେଟିଂ ରହିଛି; ୫,୦୦୦ଏମ୍‌ଏଏଚ୍‌ ବ୍ୟାଟେରିର ୪୫ ଵାଟ୍‌ ଚାର୍ଜିଂ ସପୋର୍ଟ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କିଙ୍ଗ୍‌ ସୂତ୍ର: ଚେକ୍‌ବହିର ଏମ୍ଆଇସିଆର୍ କୋଡ୍

ବ୍ୟାଙ୍କ କାରବାର ସମୟରେ ବେଳେବେଳେ ଆମକୁ ଏମ୍.ଆଇ.ସି.ଆର୍. କୋଡ୍ ଲେଖିବା ପାଇଁ କୁହାଯାଏ। ଏହି କୋଡ୍‌ଟି କ’ଣ? କ’ଣ ଏହାର ବ୍ୟବହାର? ପ୍ରତ୍ୟେକ ବ୍ୟାଙ୍କ ଶାଖାକୁ ଚିହ୍ନିତ କରିବା ପାଇଁ ତାହାର ବ୍ରାଞ୍ଚ କୋଡ୍ ଓ ଆଇ.ଏଫ୍.ଏସ୍.କୋଡ୍ ଛଡ଼ା ଅନ୍ୟ ଏକ କୋଡ୍ ହେଉଛି ଏମ୍.ଆଇ.ସି.ଆର୍. କୋଡ୍। ଏହା…
ଅଧିକ ଖବର ଦେଖନ୍ତୁ...