ବନ୍ଧୁକଚାଳନା ବିଶ୍ବକପ୍‌: ମନୁ, ହୀନା ନିରାଶ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ଭାରତୀୟ ତାରକା ମନୁ ଭାକର ଓ ‌ହୀନା ସିଧୁ ମଙ୍ଗଳବାର ନିରାଶ ହୋଇଛନ୍ତି। ଉଭୟ ମହିଳା ୧୦ ମିଟର ଏୟାର ପିସ୍ତଲ ଫାଇନାଲ୍‌ରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ମନୁ (୫୭୩) ଚତୁର୍ଦଶ, ହୀନା ଓ ଅନୁରାଧା ସମାନ ୫୭୧ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ୨୨ ଓ ୨୫ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର