ବିଜେବି କଲେଜରେ ପିଜି ପାଠ୍ୟକ୍ରମ ପାଇଁ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ବର : ବିଜେବି କଲେଜରେ ଚଳିତ ଶିକ୍ଷା ବର୍ଷରେ ଚାରିଟି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ଆସନ୍ତା ୩ ତାରିଖ ଯାଏ ବଢ଼ାଯାଇଛି। ଏହି ପାଠ୍ୟକ୍ରମଗୁଡ଼ିକ ହେଲା ଟୁରିଜିମ୍ ଆଣ୍ଡ୍‌ ହସ୍ପିଟାଲିଟି ମ୍ୟାନେଜ୍‌ମେଣ୍ଟ୍‌, ପିଏମ୍‌ଆଇଆର୍, ଜେଏମ୍‌ସି ଓ ଫାଇନାନ୍ସ ଆଣ୍ଡ୍‌ କଣ୍ଟ୍ରୋଲ୍‌। ଛାତ୍ରଛାତ୍ରୀଙ୍କୁ ସୁବିଧା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କଲେଜ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର