ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନୂଆ କୁଳସଚିବ

ଭୁବନେଶ୍ବର : ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ବରିଷ୍ଠ ଓଏଏସ୍‌ ଅଧିକାରୀ ଯୁଧିଷ୍ଠିର ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ରାଜଭବନ ପକ୍ଷରୁ ଖୁବ୍‌ ଶୀଘ୍ର ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ମିଳିଛି। ଶ୍ରୀ ନାୟକ ଏବେ ଓପିଏସ୍‌ସିର ଉପସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର