ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବାଙ୍ଗାଲୁରୁ ଏରୋ ଶୋ’ ରେ ପ୍ରଦର୍ଶନ ହେବ ବିଜୁବାବୁଙ୍କ ପ୍ରସିଦ୍ଧ ଡାକୋଟା ବିମାନ

ଭୁବନେଶ୍ୱର : ବାଙ୍ଗାଲୁରୁଠାରେ ଆସନ୍ତା ୨୦ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦ୍ୱିବାର୍ଷିକ ଏରୋ ଇଣ୍ଡିଆ ଶୋ’ରେ ଅନ୍ୟତମ ଆକର୍ଷଣ ହେବ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଏହି ଡାକୋଟା ବିମାନ ମାଧ୍ୟମରେ ଏକ ଅତ୍ୟନ୍ତ ଦୁଃସାହସିକ ଅଭିଯାନ ଚଳାଇ…
ଅଧିକ ଖବର ଦେଖନ୍ତୁ...

ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ତଦନ୍ତ ଅଧିକାରୀଙ୍କ ପାଖରେ ହାଜର ହେବାକୁ ମାସେ ସମୟ ମାଗିଲେ…

ବ୍ରହ୍ମପୁର: ଛତ୍ରପୁର ୬ ନମ୍ବର ଓ୍ଵାର୍ଡର ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟନାରେ ସମନ୍‌ ପାଇଥିବା ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ନ ହୋଇ ଶନିବାର ଦିନ ଓକିଲ ଜରିଆରେ ଏକ ମାସ ସମୟ ମାଗିଛନ୍ତି। ହାଇକୋର୍ଟର…
ଅଧିକ ଖବର ଦେଖନ୍ତୁ...

କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ଖୁବ ଶୀଘ୍ର ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକଙ୍କୁ ମିଳିବ

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ  ଖୁବଶୀଘ୍ର  ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ।  ଏହା ଦ୍ବାରା  ୧୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକ ରହିଥିବା ଜଣାପଡ଼ିଛି।  ସେମାନଙ୍କୁ  ଜୀବିକା ସହାୟତା…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟ ସମାଜକୁ ବାଟ ଦେଖାଏ: ମଧୁସୂଦନ ଆନନ୍ଦ

ଭୁବନେଶ୍ୱର: ସାହିତ୍ୟ ସମାଜକୁ ବାଟ ଦେଖାଏ। ସାହିତ୍ୟ କେବଳ ମନୋରଞ୍ଜନ ପାଇଁ ନୁହେଁ, ସମାଜରେ ପରିବର୍ତ୍ତନ କ୍ଷେତ୍ରରେ ସାହିତ୍ୟର ସବୁଠାରୁ ବଡ଼ ଭୂମିକା ରହିଛି ବୋଲି ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ମଧୁସୂଦନ ଆନନ୍ଦ କହିଛନ୍ତି। ଆଜି ଓଡ଼ିିଆ ଗଳ୍ପର ନବଜାତକ ‘ କଥା’ ୩୨ତମ ବାର୍ଷିକ…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ଇସ୍ତଫା ଦେଲେ ଭିମ୍‌ସାର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର: ରାଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଦିନ ହେବ ଲମ୍ବା ଛୁଟିରେ ଥିବା ବୁର୍ଲା ଭିମସାରର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଡା. ପୂଜାହାରି ତାଙ୍କ ଇସ୍ତଫା ପତ୍ର ଇ-ମେଲ ଓ ଡାକ ଯୋଗେ ରାଜ୍ୟପାଳଙ୍କୁ ପଠାଇ ଦେଇଥିବା ବେଳେ ଆଜି ସେ…
ଅଧିକ ଖବର ଦେଖନ୍ତୁ...

୫ବର୍ଷରେ ୬ଟି ନୌକା ଦୁର୍ଘଟଣା, ୬୫ ମୃତ

ଭୁବନେଶ୍ବର : ଗତ ପାଞ୍ଚ ବର୍ଷ ଭିତରେ ୬ଟି ନୌକା ଦୁର୍ଘଟଣା ଘଟି ୬୫ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ସବୁଠୁ ବେଶୀ ନୌକା ଦୁର୍ଘଟଣା ମହନଦୀରେ ଘଟିଛି। ବିଧାନସଭାରେ ଏ ସମ୍ପର୍କିତ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଏମିତି ତଥ୍ୟ ରଖିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବଢ଼ୁଛି ମହିଳା ନିର୍ଯାତନା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି। ରାଜ୍ୟ ମହିଳା ଆୟୋଗଙ୍କ ତଥ୍ୟ ଅନୁଯାୟୀ ଗତ ୯ ବର୍ଷରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ଅଭିଯୋଗରେ ୨୭ ହଜାର ୭୨୩ଟି ମାମଲା ଦରଜ ହୋଇଛି। ବିଧାନସଭାରେ ଏ ସଂକ୍ରାନ୍ତ ଏକ ଅଣତାରକା ପ୍ରଶ୍ନରେ ଏପରି ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି: ଏଥର ପ୍ରଶ୍ନ ପଢ଼ିବାକୁ ମିଳିବନି ଅତିରିକ୍ତ ସମୟ

କଟକ : ଏବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢ଼ିବାକୁ ଆଉ ଅତିରିକ୍ତ ୧୫ମିନିଟ୍ ସମୟ ମିଳିବ ନାହିଁ। ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକ୍‌ଲେଟ୍‌କୁ ପରୀକ୍ଷା ଆରମ୍ଭ ସମୟ ଠିକ୍ ୧୦ଟାରେ ହିଁ ଖୋଲି ପରୀକ୍ଷା ଦେବେ। ପୂର୍ବବର୍ଷ ଭଳି ପରୀକ୍ଷା ଆରମ୍ଭର ୧୫ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୭ରୁ ଜେଇଇ ମେନ୍‌

ଭୁବନେଶ୍ବର : ଇଞ୍ଜିନିୟରି˚ ଓ ଆର୍କିଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟି˚ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପାଇଁ ଷ୍ଟାର୍ ୱାର୍

ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିବେ ଫେବ୍ରୁଆରି ‌ଶେଷ ସପ୍ତାହରେ। ସାଙ୍ଗରେ ଆସିପାରନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ। ଲଗାତର ଦୁଇ ଥର ଓଡ଼ିଶା ଆସି କଂଗ୍ରେସକୁ ବଳ ଦେଇଥିଲା ବେଳେ ତାହାକୁ ବଜାୟ ରଖିବାକୁ ଦଳ ଏଭଳି ଯୋଜନା କରିଛି। ଫେବ୍ରୁୂଆରି ‌୧୫ରେ ଆସିବେ ବିଜେପି…
ଅଧିକ ଖବର ଦେଖନ୍ତୁ...