ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ଦୁଇ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ଓ ମନୋଜ ସିହ୍ନା ରବିବାର ଓଡିଶା ଗସ୍ତରେ ଆସିବେ । ସେମାନେ ସରକାରୀ କାର୍ଯ୍ୟକ୍ରମ ସହ  ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ସେମାନଙ୍କ ସହ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୟ କଟିଆର ମଧ୍ୟ ଓଡିଶା ଆସିବେ । ଉଭୟ ମନ୍ତ୍ରୀ ଜୟନ୍ତ ସିହ୍ନା ଓ ମନୋଜ ସିହ୍ନା ବିଜେପିର ସଂକଳ୍ପ ସମାବେଶ‌େର ଯୋଜ ଦେବେ ।

ସମ୍ବନ୍ଧିତ ଖବର