ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବାଂଲାଦେଶ ଗଲା ଓଡ଼ିଶା କାଜୁ: ବାହାରିନ, କତର ବି ଯିବ

ଭୁବନେଶ୍ବର: ଓଡ଼ିଶା କାଜୁର ସ୍ବାଦ ଚାଖିବେ ବାଲାଂଦେଶବାସୀ। କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଆପେଡା) ସହଯୋଗରେ ଦୁଇ ଟନ୍‌ କାଜୁ ବାଂଲାଦେଶ ପଠାଯାଇଛି। ପ୍ରଥମ ଥର ଲାଗି ଓଡ଼ିଶାର କାଜୁ ବାଂଲାଦେଶରେ ପ୍ରବେଶ କରିଛି। ଓଡ଼ିଶାର ମହିଳା ଉଦ୍ୟୋଗୀ ସ୍ଥାପନ…
ଅଧିକ ଖବର ଦେଖନ୍ତୁ...

ଆମେ ମିଥ୍ୟା ପ୍ରଚାର କରୁନୁ: ପତଞ୍ଜଳି

ହରିଦ୍ବାର: ଆମେ କେବେ ମିଥ୍ୟା ପ୍ରଚାର କରୁନାହୁଁ ଯୋଗ, ଆୟୁର୍ବେଦ, ପଞ୍ଚକର୍ମ, ସତକର୍ମ ଆଦି ଜରିଆରେ ଆମେ ହଜାର ‌ହଜାର ଲୋକଙ୍କୁ ରକ୍ତଚାପ, ମଧୁମେହ, ଗଳଗଣ୍ଡ, ଶ୍ବାସରୋଗ, ବାତ, ମେଦବହୁଳତା, ଯକୃତ, ଫୁସ୍‌ଫୁସ୍‌ ଏବଂ କ୍ୟାନସର ରୋଗରୁ ଉପଷମ ପ୍ରଦାନ କରିଛୁ ବୋଲି ପତଞ୍ଜଳି ଆୟୁର୍ବେଦ…
ଅଧିକ ଖବର ଦେଖନ୍ତୁ...

ଇ-ଯାନକୁ ୪.୩୧କୋଟି ଟଙ୍କାର ସବ୍‌ସିଡି ଦେଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଯେଉଁମାନେ ବ୍ୟାଟେରିଚାଳିତ ଗାଡ଼ି (ଇ-ଯାନ)କିଣିବେ ସେମାନଙ୍କୁ ସବ୍‌ସିଡି ଦେବାକୁ ରାଜ୍ୟ ସରକାର ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଆଣିଛନ୍ତି। ଏହା ସେପ୍ଟେମ୍ବର ୧, ୨୦୨୧ରୁ ରାଜ୍ୟରେ ଲାଗୁ ହୋଇଥିବାବେଳେ ଏଥିରେ ଅକ୍ଟୋବର ୩୧, ୨୦୨୩ ସୁଦ୍ଧା ରାଜ୍ୟ ସରକାର ୪କୋଟି…
ଅଧିକ ଖବର ଦେଖନ୍ତୁ...

ହେଲୋ ଚାଟ୍‌-ଜିପିଟି: ନୂଆ ଭଏସ୍‌ ଫିଚର୍‌ ଏବେ କରିବ ମଣିଷ ଭଳି କଥାବାର୍ତ୍ତା

ନୂଆଦିଲ୍ଲୀ: ଓପନ୍‌-ଏଆଇ ଏବେ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟଫର୍ମରେ ଚାଟ୍‌-ଜିପିଟି ପାଇଁ ଭଏସ୍‌ ଚାଟ୍‌ ଆରମ୍ଭ କରିଛି। ଚାଟ୍‌-ଜିପିଟିର ଏହି ନୂଆ ଭଏସ୍‌ ଫିଚର୍‌ ମୋବାଇଲ୍‌ ଉପଭୋକ୍ତାଙ୍କ ପାଇଁ ଏକ ନୂତନ ଅନୁଭୂତି ଆଣିଛି। ପ୍ରଥମେ ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା ଏହି ଫିଚର କେବଳ…
ଅଧିକ ଖବର ଦେଖନ୍ତୁ...

‘ଆଇଆର୍‌ସିଟିସି’ ୱେବ୍‌ସାଇଟ୍‌ ଡାଉନ୍‌: ଇ-ଟିକେଟ୍‌ ବୁକିଙ୍ଗ୍‌ ସାମୟିକ ଭାବେ ପ୍ରଭାବିତ

ନୂଆଦିଲ୍ଲୀ: ବୈଷୟିକ ସମସ୍ୟା କାରଣରୁ ଆଜି ‘ଇଣ୍ଡିଆନ୍‌ ରେଲ୍‌ୱେଜ୍‌ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌’ର ଇ-ଟିକେଟ୍‌ ବୁକିଙ୍ଗ୍‌ ବ୍ୟବସ୍ଥା ସାମୟିକ ଭାବେ ପ୍ରଭାବିତ ହୋଇଥିବା କଥା କମ୍ପାନି କହିଛି। E- ticket booking is temporarily affected due to technical reasons.…
ଅଧିକ ଖବର ଦେଖନ୍ତୁ...

‘ଡିପ୍‌ଫେକ୍‌’ ମୁକାବିଲା ପାଇଁ ଖୁବ୍‌ ଶୀଘ୍ର ଆସିବ ନିୟମାବଳି; ଦଣ୍ଡିତ ହେବେ ପ୍ରସ୍ତୁତକର୍ତ୍ତା ଓ ପ୍ଲାଟ୍‌ଫର୍ମ

ନୂଆଦିଲ୍ଲୀ: ‘ଡିପ୍‌ଫେକ୍‌’ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଖୁବ୍‌ ଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ କରାଯିବ କିଂବା ନୂଆ ଆଇନ କରାଯିବ ବୋଲି ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ‘ଡିପ୍‌ଫେକ୍‌’ ଭିଡିଓର ସ୍ରଷ୍ଟା ବା…
ଅଧିକ ଖବର ଦେଖନ୍ତୁ...

୫ ବର୍ଷରେ ଖଣି ରାଜସ୍ବ ୧୦ ଗୁଣା ବୃଦ୍ଧି: ୨୦୧୬-୧୭ରେ ଥିଲା ୪୯୦୦ ‌କୋଟି, ୨୦୨୧-୨୨ରେ ୫୦ ହଜାର କୋଟି

ଭୁବନେଶ୍ବର: ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟର ଖଣି ରାଜସ୍ବରେ ୧୦ ଗୁଣା ବୃଦ୍ଧି ଘଟିଛି। ୨୦୧୬-୧୭ରେ ଖଣିରୁ ମିଳିଥିବା ରାଜସ୍ବ ପରିମାଣ ୪୯୦୦ କୋଟି ଟଙ୍କା ଥିଲା। ୨୦୨୧-୨୨ରେ ତାହା ୫୦ ହଜାର କୋଟି ଟଙ୍କା ପାଖାପାଖି ବୃଦ୍ଧି ପାଇଛି ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର ଇସ୍ପାତ ପ୍ରକଳ୍ପ ଜମି ହସ୍ତାନ୍ତରରେ ସମୟ ଲାଗୁଛି: ସଜ୍ଜନ

ଭୁବନେଶ୍ବର: ଜଗତସିଂହପୁରରେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏକ ବୃହତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। ଏହି ପ୍ରକଳ୍ପ କାମ ଜାରି ରହିଛି। ଖୁବ୍‌ଶୀଘ୍ର ତାହା ବାସ୍ତବ ରୂପ ନେବ ବୋଲି କଂପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି। ସେ କହିଲେ, ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଓ…
ଅଧିକ ଖବର ଦେଖନ୍ତୁ...

ଫଣ୍ଡ୍‌ଷ୍ଟାକ୍‌ ୩.୦ରେ ୨୩ ନିବେଶକଙ୍କ ସହ ଯୋଡ଼ିହେଲେ ୨୦ ଷ୍ଟାର୍ଟଅପ୍

ଭୁବନେଶ୍ବର: ରାଜ୍ୟର ୨୦ଟି ଷ୍ଟାର୍ଟଅପ୍ ସଂସ୍ଥା ୨୩ଟି ପ୍ରମୁଖ ନିବେଶକଙ୍କ ସହ ଯୋଡ଼ିହୋଇଛନ୍ତି। ‌ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଫଣ୍ଡ୍‌ଷ୍ଟାକ୍‌ ୩.୦ରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ୫୦ଟି ଷ୍ଟାର୍ଟଅପ୍ ଉନ୍ନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ଟି ସଂସ୍ଥା ନିବେଶକଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଟାଟା ଷ୍ଟିଲ୍‌ କଳିଙ୍ଗନଗରର ୮ ବର୍ଷ ପୂର୍ତ୍ତି

ଭୁବନେଶ୍ବର: ଟାଟା ଷ୍ଟିଲ୍ କଳିଙ୍ଗନଗର ପରିଚାଳନାର ୮ ବର୍ଷ ପୂରଣ କରିଛି। ୨୦୦୪ରେ ଏହି ପ୍ରକଳ୍ପର ଯାତ୍ରା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଆହ୍ବାନକୁ ଅତିକ୍ରମ କରି ୨୦୧୫ରେ କାରଖାନା ବାସ୍ତବ ରୂପ ନେଇଥିଲା। ବତ୍ତର୍ମାନ କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...