ଅନୁସନ୍ଧାନ କରୁଥିବା ବର୍ଗ

କଟକ

ରାଜ୍ୟ ସମବାୟ ବ୍ୟାଙ୍କ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସରକାରଙ୍କ ପ୍ରକ୍ରିୟା ବେଆଇନ, ଏମ୍‌ଡିଙ୍କୁ…

କଟକ : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମ୍ୟାନେଜିଂ ଡାଇରେକ୍ଟର (ଏମଡି)ଙ୍କୁ ଏହାର ପରିଚାଳନା ପରିଷଦ ନିଯୁକ୍ତି ଦେବ। ସରକାର ଯଦି ନିଜେ ଏଭଳି ନିଯୁକ୍ତି ଦିଅନ୍ତି ​ତାହା ବେଆଇନ ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମାଲଗୋଦାମରୁ ୨୦ କ୍ବିଣ୍ଟାଲର ନକଲି ମସଲା ଠାବ

କଟକ: କଟକରେ ପୁଣି ନକଲି ଦୃଶ୍ୟ। ଦୀର୍ଘଦିନ ବ୍ୟବଧାନ ପରେ ପୁଣି ମାଲଗଦାମରୁ ନକଲି ମସଲା ଠାବ। ୨୦ କ୍ବିଣ୍ଟାଲ ଅପମିଶ୍ରିତ ଲଙ୍କା, ହଳଦୀ, ଧନିଆ ପାଉଡର, ଖଡ଼ଗପୁରୀ ମିକ୍ସ ମସଲା ଇତ୍ୟାଦି ଠାବ। ଉଭୟ କମିସନରେଟ ପୁଲିସ ଓ ସିଏମସି ସ୍ୱାସ୍ତ୍ୟ ବିଭାଗର ଚଢ଼ଉରେ ଏଭଳି ନକଲି ସାମଗ୍ରୀ ଠାବ…
ଅଧିକ ଖବର ଦେଖନ୍ତୁ...

କ୍ୟାଣ୍ଟନମେଣ୍ଟ ଥାନାରୁ ଅଭିଯୁକ୍ତ ଛୁ

କଟକ: କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହେଲେ ଅଭିଯୁକ୍ତ | କଟକ ବିଡାନାସୀ ଟ୍ରାଂଜିଟ ହାଉସ ଅଂଚଳରେ ଏହି ଘଟଣା ଘଟିଛି | ନିଖୋଜ ଅଭିଯୁକ୍ତ ହେଲେ ଶଙ୍କର୍ଷଣ ବେହେରା ଓରଫ ବବୁଲ | ମିଳିଥିବା ସୂଚନା ମୁତାବକ ଏକ ମୋବାଇଲ ଚୋରି ମାମଲାରେ ପୁଲିସ ଅଭିଯୁକ୍ତ ଶଙ୍କର୍ଷଣ ବେହେରାକୁ ଅଟକ…
ଅଧିକ ଖବର ଦେଖନ୍ତୁ...

ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ: ଥାନା ଓଏପିଏଫ୍‌ଙ୍କୁ ସାଇଣ୍ଟିଫିକ୍ ଅଫିସର ଦାୟିତ୍ବ

କଟକ : ଚୋର, ଲୁଟେରାଙ୍କୁ ସହଜରେ ଧରିବା ଏବଂ ଅଦାଲତରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୁଲିସ ନୂଆ କୌଶଳ ଗ୍ରହଣ କରିବାକୁ ଯାଉଛି। ଏକ୍ଷେତ୍ରରେ ଫରେନସିକ୍ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି। ତେବେ ଅନେକ ସମୟରେ ଦୁର୍ବଳତା ଯୋଗୁଁ ଅପରାଧୀ ଧରା ପଡୁ ନଥିବା ବେଳେ ଅଦାଲତରେ ଦୋଷୀ…
ଅଧିକ ଖବର ଦେଖନ୍ତୁ...

ସରକାରୀ ହସ୍ପିଟାଲରେ ପାଳିରେ ଡ୍ୟୁଟି କରୁଛନ୍ତି ଡାକ୍ତର

କଟକ : ପାଳି କରି ସରକାରୀ ହସ୍ପିଟାଲରେ ଡ୍ୟୁଟି କରୁଛନ୍ତି ଡାକ୍ତର। ଏଭଳି ଅଭିଯୋଗ ପାଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଓ କଟକ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଅଡଶପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅତର୍କିତ ଗସ୍ତ କରିଥିଲେ। ଅପରାହ୍ମରେ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ବର୍ଷା-ଅନୁଭବ ମାମଲା: ସେପ୍ଟେମ୍ବର ୫ରେ ପରବର୍ତ୍ତୀ ଶୁଣାଣି

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଅନୁଭବ ଓ ବର୍ଷାଙ୍କ ତରଫରୁ…
ଅଧିକ ଖବର ଦେଖନ୍ତୁ...

ଡ୍ରେନ୍‌ରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ ଘଟଣା: ୬ ଘଣ୍ଟା କାଳ ଶବ ରଖି ବିକ୍ଷୋଭ

କଟକ : ଡ୍ରେନ୍‌ରେ ବୁଡ଼ି ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପରିବାରକୁ କ୍ଷତିପୂରଣ ଦାବିରେ କଟକ ପୌର ନିଗମ ମୁଖ୍ୟାଳୟ ବିଜୁ ଭବନ ସାମନାରେ ଶ୍ରମିକଙ୍କ ମୃତଦେହକୁ ୬ ଘଣ୍ଟା କାଳ ରଖି ଧାରଣା ଦିଆଯାଇଛି। ଏଭଳି ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରବର୍ତ୍ତୀ ହିଂସା: ହତ୍ୟା ଅଭିଯୋଗରୁ ପୂର୍ବତନ ବିଧାୟକ ଦୋଷମୁକ୍ତ

କଟକ : ୨୦୦୮ କନ୍ଧମାଳ ହିଂସାକାଣ୍ଡ ସମୟରେ ହୋଇଥିବା ଏକ ହତ୍ୟା ମାମଲାରୁ ପୂର୍ବତନ ବିଧାୟକ ମନୋଜ କୁମାର ପ୍ରଧାନ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦୋଷମୁକ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ଶ୍ରୀ ପ୍ରଧାନ ଓ ଶ୍ରୀ ମଲ୍ଲିକଙ୍କୁ ହତ୍ୟା ଅଭିଯୋଗରୁ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରବର୍ତ୍ତି ହିଂସା ମାମଲା: ନିମ୍ନ ଅଦାଲତର ରାୟ ହାଇକୋର୍ଟରେ…

କଟକ: ୨୦୦୮ କନ୍ଧମାଳ ହିଂସାକାଣ୍ଡ ସମୟରେ ହୋଇଥିବା ଏକ ହତ୍ୟା ମାମଲାରୁ ପୂର୍ବତନ ବିଧାୟକ ମନୋଜ କୁମାର ପ୍ରଧାନ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦୋଷମୁକ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ଶ୍ରୀ ପ୍ରଧାନ ଓ ଶ୍ରୀ ମଲ୍ଲିକଙ୍କୁ ହତ୍ୟା ଅଭିଯୋଗରୁ…
ଅଧିକ ଖବର ଦେଖନ୍ତୁ...

ନାଳରେ ପଡ଼ି ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ସିଏମ୍‌ସି ଘେରିଲେ ପରିବାର ଲୋକେ

କଟକ: ଦରଘାବଜାର ଥାନା ଅନ୍ତର୍ଗତ ବାରପଥର ଅଞ୍ଚଳରେ ବୁଧବାର ଦିନ ‌ନାଳରେ ପଡ଼ି ଜଣେ ସଫେଇ କର୍ମଚାରୀ ପି ନରସିଂହାଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ମୃତକଙ୍କ ପରିବାର ଲୋକେ ଗୁରୁବାର କଟକ ମହାନଗର ନିଗମ (ସିଏମସି) ଘେରିଛନ୍ତି। କଟକ ମହାନଗର ନିଗମର ମୁଖ୍ୟ ଫାଟକ ଆଗରେ ମୃତଦେହ ରଖି ୧୦ ଲକ୍ଷ…
ଅଧିକ ଖବର ଦେଖନ୍ତୁ...