ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ରେଳ ବିଭାଗରେ ଚାକିରି ନାଁରେ ୫.୪୮ ଲକ୍ଷ ଠକେଇ, ୨ ଗିରଫ

କାଶୀନଗର : କାଶୀନଗର ଅଞ୍ଚଳର ୨ ଜଣ ଯୁବକଙ୍କ ଠାରୁ ରେଳ ବିଭାଗରେ ଚାକିରି ପ୍ରଲୋଭନ ଦେଖାଇ ମୋଟ ୫ ଲକ୍ଷ ୪୮ ହଜାର ଟଙ୍କା ଠକେଇ ଘଟଣାରେ ସ୍ଥାନୀୟ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦ୍ବୟ ହେଲେ ଗଜପତି ଜିଲ୍ଲା ରାୟଗଡ଼ ଥାନା ବୁରୁଜଙ୍ଗ ଗ୍ରାମର ସୁରେଶ ପରିଛା(୨୯) ଓ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍

ଆସିକା : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ମାମଲାର ବିଚାରଣା କରି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ପ୍ରଭାକର…
ଅଧିକ ଖବର ଦେଖନ୍ତୁ...

ବାପା ଶୋଇଥିଲେ, ହାଣିଲା ପୁଅ

ଛତ୍ରପୁର : ପାରିବାରିକ କଳହରୁ ବାପାଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛି ପୁଅ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସୁନ୍ଦରପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି, ପାଣ୍ଡବ ମହାଙ୍କୁଡ଼ (୬୦)। ଆଜି ଅପରାହ୍ନ ୨ଟା ବେଳେ ପାଣ୍ଡବ ଘରେ ଶୋଇଥିବା ସମୟରେ ସଞ୍ଜୟ…
ଅଧିକ ଖବର ଦେଖନ୍ତୁ...

୪୬ ବର୍ଷ ବୟସରେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ପରଲୋକ

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କର ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ସେ ସକାଳ ଖବରକାଗଜରେ କାର୍ଯ୍ୟରତ ଥିଲେ। ବ୍ରହ୍ମପୁର ଏମକେସିଜି ବଡ ମେଡିକାଲରେ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ସ୍ନେହୀ ଓ ଆଦର୍ଶବାଦୀ ମଣିଷ ଭାବେ ସେ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା: ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର, ଅଭିଯୁକ୍ତ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମ ହାଟସାହିରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ଏକ ୪ ବର୍ଷର ଶିଶୁକୁ ପଡ଼ୋଶୀ ଘର ଛାତ ଉପରେ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ତେବେ, ନିଷ୍ପାପ ଶିଶୁକୁ ଏଭଳି ହତ୍ୟା ପଛରେ କାରଣ କ’ଣ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌ ଶୌଚାଳୟରେ ୪ ଘଣ୍ଟା ଫସିଲେ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ପଳାସି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ଗୋଟାଏରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଜଣେ ଛାତ୍ର ଶୌଚାଳୟ ଭିତରେ ଫସି ରହିଥିଲେ। ପରେ, ଗ୍ରାମବାସୀମାନେ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆବାସ ଅଡ଼ୁଆ: ପ୍ରତିଶ୍ରୁତି ଦେଇ ତାଲିକାଭୁକ୍ତ କଲେ, ପୁଣି ନାଁ କାଟିଦେଲେ

ପ୍ରତାପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରକୃତ ତଥା ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ଏବଂ ପୂର୍ବରୁ ସରକାରୀ ଆବାସରେ ତାଲିକାଭୁକ୍ତ ହିତାଧିକାରୀଙ୍କୁ ସାମିଲ…
ଅଧିକ ଖବର ଦେଖନ୍ତୁ...

ପଡ଼ୋଶୀଙ୍କ ଛାତ ଉପରେ ୪ ବର୍ଷର ଶିଶୁକୁ ପିଟି ହତ୍ୟା: ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର, ଅଭିଯୁକ୍ତ ଫେରାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମ ହାଟସାହିରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ଏକ ୪ ବର୍ଷର ଶିଶୁକୁ ପଡ଼ୋଶୀ ଘର ଛାତ ଉପରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତ ଶିଶୁଟି ଗ୍ରାମରେ ପାନ ଦୋକାନ କରିଥିବା…
ଅଧିକ ଖବର ଦେଖନ୍ତୁ...

ଗଜରାଜଙ୍କ ୬ ଘଣ୍ଟା ଆତଙ୍କ: ଘର ଭାଙ୍ଗିଲେ, ପନିପରିବା ନଷ୍ଟ କଲେ, ବନ ବିଭାଗ ଟିମ୍ ସହ ମୁହାଁମୁହିଁ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ମୋଟାବାଡ଼ି ପଞ୍ଚାୟତ ଅଧୀନ ଝାଟିକାବାଡ଼ି ଗ୍ରାମରେ ଗତକାଲି ରାତିରେ ଗୋଟିଏ ଦନ୍ତା ସମେତ ୩ଟିକିଆ ହାତୀପଲ ପଶି ୬ ଘଣ୍ଟା କାଳ ଆତଙ୍କ ଖେଳାଇଛନ୍ତି। ଗୋଟିଏ କଚ୍ଚାଘରକୁ ଭାଙ୍ଗିଦେବା ସହ ବ୍ୟାପକ ପରିମାଣର ପନିପରିବା,…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍‌କୁ ଫେରିଲା ପୂର୍ବତଟ ରେଳ କରିଡର୍‌, ତୁଳସୀପୁରରେ ମୃତ୍ତିକା ପରୀକ୍ଷା

ବ୍ରହ୍ମପୁର : ଦୀର୍ଘଦିନ ପରେ ଟ୍ରାକ୍‌କୁ ଫେରିଛି କେନ୍ଦ୍ର ସରକାରଙ୍କ ମେଗା ରେଳ ପ୍ରକଳ୍ପ ପୂର୍ବତଟ ରେଳ କରିଡ଼ର୍‌। ସ୍ବତନ୍ତ୍ର ଭାବେ ମାଲବାହୀ ଟ୍ରେନ୍‌ ଯାତାୟାତ ନିମନ୍ତେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ୨୦୧୯ ନିଷ୍ପତ୍ତି ନେଇଥିଲେ। ଏହି ରେଳଲାଇନ୍‌ ବିଛାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...