ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଞ୍ଜାମରେ ଭୁଶୁଡ଼ିଛି ଉଠାସେଚ ଯୋଜନା: ୪୦% ଅକାମୀ, ୨ ବର୍ଷ ହେଲା ନୂଆ ପ୍ରକଳ୍ପ ନାହିଁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସ୍ବାଭାବିକ ମୌସୁମୀ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁ ନାହିଁ। ପାଣି ନଥିବାରୁ ତଳି ପୋଡ଼ି ଜମି ଫାଟି ଆଁ କଲାଣି। ଏଭଳି ସ୍ଥିତିରେ ଉଠା ଜଳସେଚନ ପ୍ରକଳ୍ପ ହିଁ ଚାଷୀଙ୍କ ଏକମାତ୍ର ସାହା ଭରସା। ହେଲେ ଗଞ୍ଜାମ ଜିଲ୍ଲାରେ ଉଠାସେଚ ପ୍ରକଳ୍ପଗୁଡ଼ିକ ଏକ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ କାଟି ୧୨ ଲକ୍ଷ ଲୁଟ୍‌

ଖଲ୍ଲିକୋଟ : ଗଞ୍ଜାମର ଖଲ୍ଲିକୋଟ ଥାନା କେଶପୁର ଓଭର୍‌ବ୍ରିଜ୍‌ ନିକଟରେ ଥିବା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କର ଏକ ଏଟିଏମ୍‌ ମେସିନ୍‌ରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟେରା ଗ୍ୟାଙ୍ଗ୍‌ ମେସିନ୍‌କୁ ଗ୍ୟାସ୍‌ କଟର୍‌ରେ କାଟି ଲୁଟ୍‌ କରିଥିବା ଜଣାପଡ଼ିଛି। ଏ ନେଇ ବ୍ୟାଙ୍କ ମ୍ୟାନେଜର୍‌…
ଅଧିକ ଖବର ଦେଖନ୍ତୁ...

ହରିଣ ସୁରକ୍ଷା ପାଇଁ ଚିକିଲିବାସୀଙ୍କ ପଣ

ବେଗୁନିଆପଡ଼ା: ବିରଳ କୃଷ୍ଣସାର ଓ କଳାବଉଦିଆ ହରିଣଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଚିକିଲି ଗ୍ରାମବାସୀଙ୍କ ପ୍ରୟାସ ଆଜି ସମସ୍ତଙ୍କ ନିମନ୍ତେ ଉଦାହରଣ ପାଲଟିଛି। ବନ ବିଭାଗର ପ୍ରତ୍ୟକ୍ଷ ସହଯୋଗରେ ଗାଁର ପ୍ରତିଟି ଲୋକ ହରିଣ ସୁରକ୍ଷା ପାଇଁ ମଙ୍ଗୁଆଳ ସାଜିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଗଜାମରୁଡ଼ି ଆଶଙ୍କା, ଜଳସେଚନ ପ୍ରକଳ୍ପରୁ ମିଳୁନି ପାଣି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସୌମୁମୀ ବର୍ଷାର ଦେଖା ନାହିଁ। କାଁ ଭାଁ କେମିତି ବର୍ଷା ହେଉଛି। ଯାହାକି ଚାଷ ପାଇଁ ସହାୟକ ହୋଇପାରୁ ନାହିଁ। ନଦୀ, ନାଳରେ ପାଣି ନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଏପରିକି କିଛି ଚାଷୀ ତଳି ପକାଇଥିବା ବେଳେ ପାଣି ଅଭାବରୁ ତାହା ପୋଡ଼ି ନଷ୍ଟ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ: ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଚୋର

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ଼ ଛକରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ସାଇରନ ହେଲା କାଳl ପୁଲିସ ସାଇରନ ଭାବି ଛତ୍ରଭଙ୍ଗ ଦେଲେ ଚୋର। ଚମ୍ପଟ ମାରିବା ପୂର୍ବରୁ ଚୋରମାନେ ଦୁଇଟି ଶାବଳ ଛାଡ଼ିଦେଇଲେ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର…
ଅଧିକ ଖବର ଦେଖନ୍ତୁ...

୨୭ ବର୍ଷ ପୁରୁଣା ଋଷିକୁଲ୍ୟା ସେତୁ ସ୍ଲାବ୍ ଦୁର୍ବଳ

ଆସିକା: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଆସିକାକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଋଷିକୁଲ୍ୟା ନଦୀ ସେତୁର ସ୍ଲାବ୍ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଗୋଟିଏପଟେ ଯାନବାହନ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଏହି ‌ସେତୁକୁ ମରାମତି ପାଇଁ ସରକାର କେବଳ ତତ୍ପରତା ଦେଖାଉଛନ୍ତି। ହେଲେ ସହର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଆଣ୍ଠେଇଛି ଜଳସେଚନ ବ୍ୟବସ୍ଥା, ବର୍ଷା ହିଁ ଗଞ୍ଜାମ ଚାଷୀଙ୍କ ଭରସା, ନଦୀଶଯ୍ୟା ଶୁଖିଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଣି ସମସ୍ୟାର ସମାଧାନ ହେଉ ନାହିଁ। ବିଶେଷ କରି ଚାଷ ଓ ପାନୀୟ ଜଳ ପାଇଁ ଗଞ୍ଜାମ ଜିଲ୍ଲାବାସୀ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଖରାଦିନରେ ଋଷିକୁଲ୍ୟା ଶୁଖିଯିବା ପରେ ପାନୀୟ ଜଳ ସହିତ ଚାଷ କାର୍ଯ୍ୟ ପାଇଁ ପାଣିର ଅଭାବ ସମସ୍ୟା ଦେଖା…
ଅଧିକ ଖବର ଦେଖନ୍ତୁ...

ଗରିବ, ଖଟିଖିଆଙ୍କ ଉପରେ ଦରବୃଦ୍ଧିର ସିଧାସଳଖ ପ୍ରଭାବ

ପ୍ରତାପୁର/ବୁଗୁଡ଼ା: ସଂପ୍ରତି ପନିପରିବା ଦରର ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଛି। ଟମାଟୋ ସମେତ ବିଭିନ୍ନ ପନିପରିବାର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସମସ୍ତ ପରିବା ମୂଲ୍ୟ ୫୦ ଟଙ୍କା ଓ ୧୦୦ ଟଙ୍କା ଅତିକ୍ରମ କରିସାରିଛନ୍ତି। ଫଳରେ ଗରିବଙ୍କ…
ଅଧିକ ଖବର ଦେଖନ୍ତୁ...

ଗୋକର୍ଣ୍ଣପୁର ସମିତିସଭ୍ୟ ଉପନିର୍ବାଚନ ଅଗଷ୍ଟ ୯ରେ

ଦିଗପହଣ୍ଡି: ଆସନ୍ତା ଅଗଷ୍ଟ ମାସ ୯ ତାରିଖରେ ଦିଗପହଣ୍ଡି ବ୍ଲକ୍ ଅଧୀନ ଗୋକର୍ଣ୍ଣପୁର ପଞ୍ଚାୟତର ସମିତିସଭ୍ୟ ପଦବି ପାଇଁ ଉପନିର୍ବାଚନ ହେବ। ଏଥିପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ବିଜ୍ଞପ୍ତି ପ୍ରକାରେ ନିର୍ଦ୍ଧାରତି ତାରିଖରେ ସକାଳ ୭ରୁ ଅପରାହ୍‌ଣ ଗୋଟାଏ…
ଅଧିକ ଖବର ଦେଖନ୍ତୁ...

ଚିକିଟି ନିର୍ବାଚନମଣ୍ଡଳୀ: ଗଡ଼ରକ୍ଷା ବିଜେଡି ପାଇଁ ଚ୍ୟାଲେଞ୍ଜ୍‌

ବ୍ରହ୍ମପୁର, (ସୁଦୀପ୍ତ ଷଡ଼ଙ୍ଗୀ): ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ହାତକୁ ୧୨ଟି ବିଧାନସଭା ଆସନ ଯାଇଥିଲା। ଏହି ୧୨ଟି ବିଧାନସଭା ଆସନ ମଧ୍ୟରୁ ଚିକିଟି ନିର୍ବାଚନମଣ୍ଡଳୀ ଦୀର୍ଘ ଦୁଇ ଦଶନ୍ଧି ହେଲା ବିଜେଡି କବ୍‌ଜାରେ ରହିଛି। ଗତ ୫ଟି ବିଧାନସଭା…
ଅଧିକ ଖବର ଦେଖନ୍ତୁ...