ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ନିର୍ବାଚନ ପାଣିପାଗକୁ ଓଲଟପାଲଟ କରିବ କି ପାଟକୁରା?

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀ ସବୁବେଳେ ବିଭିନ୍ନ କାରଣରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ରହିଆସିଛି। ଅତୀତରେ ଏହି ନିର୍ବାଚନମଣ୍ତଳୀରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଏକଦା ପରାଜୟ ବରଣ କରିଥିଲେ। ୧୯୮୦ ଉପନିର୍ବାଚନରେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଅତନୁଙ୍କ ମହାକାଳପଡ଼ା ବିକାଶ-୩: ସ୍ବପ୍ନ ଦେଖାଇ ଠକିଦେଲେ

କେନ୍ଦ୍ରାପଡ଼ା, ୩/୯(ଇମିସ): ସ୍ବପ୍ନ ଦେଖାଇ କିଭଳି ଲୋକଙ୍କୁ ଠକି ହୁଏ, ତାହାର ଉଦାହରଣ ହେଉଛି ମହାକାଳପଡ଼ାର ଅଳାଇଲୋ ଥର୍ମାଲ୍‌ ପାଵାର୍‌ ପ୍ଲାଣ୍ଟ୍‌ ପ୍ରକଳ୍ପ। ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ା ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ୨୦୧୧ମସିହାରେ ଏହି ମେଗା ପ୍ରକଳ୍ପ ଘୋଷଣା କରିଥିଲେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୬ ଜିଲ୍ଲାରେ ଝଡ଼ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା

ଭୂବନେଶ୍ୱର: ଉତ୍ତର- ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
ଅଧିକ ଖବର ଦେଖନ୍ତୁ...

ପାଣ୍ତିଆନଙ୍କ ନାଁ କହି ଠକେଇ ମାମଲା: ଅଭିଯୁକ୍ତ ବିଜେଡିରୁ ନିଲମ୍ବିତ

କେନ୍ଦ୍ରାପଡ଼ା/ମହାକାଳପଡ଼ା: ଫାଇଭ୍‌-ଟି ସଚିବ ଭି.କେ ପାଣ୍ତିଆନ୍‌ଙ୍କ ନାଁ କହି ଜଣେ ଅସହାୟ ବିଧବାଙ୍କୁ ଠକିବା କୋରାପୁଟ ଜିଲ୍ଲା ବିଜେଡି ଡିଜିଟାଲ୍‌ ମିଡିଆ ସେଲ୍‌ ସ˚ପାଦକ ସ˚ଗ୍ରାମ କେଶରୀ ବାରିକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ସ˚କ୍ରାନ୍ତରେ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ଝଡ଼ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ଟୁଇନ ସିଟିରେ ଅପରାହ୍ନ ୩ରୁ ୫…

ଭୁବନେଶ୍ୱର: ସଂପ୍ରତି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ପାଣ୍ତିଆନଙ୍କ ନାଁ କହି ଠକେଇ ମାମଲା: ବିଜେଡି ନେତା ବୋଲି ଅଭିଯୁକ୍ତକୁ ସୁରକ୍ଷା!

କେନ୍ଦ୍ରାପଡ଼ା: ଫାଇଭ୍‌-ଟି ସଚିବ ଭି.କେ ପାଣ୍ତିଆନ୍‌ଙ୍କ ନାଁ କହି ଜଣେ ଅସହାୟ ବିଧବାଙ୍କଠାରୁ ଠକେଇ ହେଲା। ଠକେଇ କରିଥିବା ଅଭିଯୁକ୍ତ ହେଉଛନ୍ତି ବିଜେଡି କୋରାପୁଟ ଜିଲ୍ଲା କମିଟିର ଡିଜିଟାଲ୍‌ ମିଡିଆ ସେଲ୍‌ର ସ˚ପାଦକ। ମହାକାଳପଡ଼ା ପୁଲିସ ଏ ସ˚କ୍ରାନ୍ତରେ ମାମଲା (ନ˚-୨୫୨/୨୩) ରୁଜୁ…
ଅଧିକ ଖବର ଦେଖନ୍ତୁ...

ପୁଅ ଆଗରେ ବାପାଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର: ରାଜନଗର ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଗତକାଲି ପେଣ୍ଠ ବେଳାଭୂମିକୁ ଯାଇଥିବା ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ବେଳେ ଆଜି ବ୍ରାହ୍ମଣୀ ନଦୀ କୂଳରୁ ପୁଅ ସାମ୍ନାରେ ବାପାଙ୍କୁ ଟାଣି ନେଇଛି କୁମ୍ଭୀର। ବାପାଙ୍କୁ ରକ୍ଷା କରିବା ପାଇଁ ପୁଅ ଡଙ୍ଗା ଆହୁଲାରେ…
ଅଧିକ ଖବର ଦେଖନ୍ତୁ...

ଅତନୁଙ୍କ ମହାକାଳପଡ଼ା ବିକାଶ-୨: ଲକ୍ଷେ ଲୋକଙ୍କ ଦୁଃଖ ପାଲଟିଛି ଆଖାଡ଼ାଶାଳୀ, ଭାଟେଣୀ କ୍ରିକ୍‌

କେନ୍ଦ୍ରାପଡ଼ା: ମହାକାଳପଡ଼ା ଅଞ୍ଚଳର ଅଧାପନ୍ତରିଆ ଆଖଡ଼ାଶାଳୀ ଓ ଭାଟେଣି କ୍ରିକ୍‌ ଜଳସେଚନ ପ୍ରକଳ୍ପ ଏବେ ଲକ୍ଷେରୁ ଅଧିକ ବାସିନ୍ଦାଙ୍କ ଦୁଃଖର କାରଣ ପାଲଟିଛି। ଏହା ଦ୍ବାରା ପାଖାପାଖି ୬ହଜାର ହେକ୍ଟର‌୍‌ ଚାଷ ଜମି ପ୍ରଭାବିତ ହେଉଛି। ଦୁଇ ଦଶନ୍ଧି ତଳର ଏହି ସମସ୍ୟାର କେବେ ସମାଧାନ ହେବ,…
ଅଧିକ ଖବର ଦେଖନ୍ତୁ...

ଘୂର୍ଣ୍ଣିବଳୟ ସକ୍ରିୟ: ୨୪ ଘଣ୍ଟା ମଧ୍ୟରେ ୨୩ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ଗୁରୁବାର) ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ନଦୀରେ ସ୍ନାନ କରିବା ବେଳେ ବୟସ୍କଙ୍କୁ ଟାଣିନେଲା କୁମ୍ଭୀର: ମିଳୁନି ପତ୍ତା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ। ବ୍ରାହ୍ମଣୀ ନଦୀରେ ସ୍ନାନ କରିବା ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଟାଣିନେଇଛି କୁମ୍ଭୀର। ପୀଡ଼ିତ ହେଲେ ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର ଅଭୟ ରାଉତ ବୋଲି ଜଣାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ…
ଅଧିକ ଖବର ଦେଖନ୍ତୁ...