ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ପାତ୍ରପୁଟ ବ୍ରିଜ ନିକଟରେ ବୋଲବମ କାଉଡିଆଙ୍କୁ ପ୍ରଶାସନ ପକ୍ଷରୁ ମିଳୁନି ସହଯୋଗ

ଜୟପୁର: ଆସନ୍ତାକାଲି ପବିତ୍ର ଯୋଡା ଶ୍ରାବଣ ମାସର ତୃତୀୟ ସୋମବାର। ଏହିଦିନ ରାଜ୍ୟର ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରରେ ଜଳଲାଗି କରିବା ପାଇଁ ‌‌ବୋଲବମ ମାନସିକ ବ୍ରତଧାରୀ କାଉଡିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅବିଭକ୍ତକୋରାପୁଟ ଜିଲା ସମେତ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର,…
ଅଧିକ ଖବର ଦେଖନ୍ତୁ...

 ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଦରକାର ୩୫ଲକ୍ଷ : ପୁଅକୁ ନୂଆ ଜୀବନ ପାଇଁ ସହାୟତା ମାଗିଲେ ବାପା

ଜୟପୁର: ଅସ୍ଥିମଜ୍ଜା ରୋଗରେ ପୀଡ଼ିତ ପୁଅର ଚିକିତ୍ସା ପାଇଁ ସହାୟତା ଲୋଢ଼ିଛନ୍ତି ଅସହାୟ ବାପା। ମୋ ପୁଅକୁ ନୂଆ ଜୀବନ ଦିଅନ୍ତୁ ଆଜ୍ଞା। ମୋତେ ସହଯୋଗର ହାତ ବଢ଼ାଇ ଦିଅନ୍ତୁ। ଏଭଳି ଆକୁଳ ନିବେଦନ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଢ଼େପସାହିର ଦୟାଧାନ ଧାନଫୁଲ। ତାଙ୍କ ୮ବର୍ଷର ପୁଅ ଜୟଲକୁ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ଚାଷୀଙ୍କୁ ମିଳୁନି ଜମି ପଟ୍ଟା ଓ ସିସ୍ତୁ ରସିଦ, ଚାଷୀଙ୍କୁ ପଂଜୀକରଣରେ ହେଉଛି ସମସ୍ୟା

ଜୟପୁର: ଗତ ୧୫ତାରିଖରୁ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଂଜୀକରଣ। ଆସନ୍ତା ଅଗଷ୍ଟ ୧୬ତାରିଖ ମଧ୍ୟରେ ଚାଷୀ ମାନେ ମଣ୍ଡିରେ ଧାନ କ୍ରୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା ସ୍ବୟଂ ସହାୟକ ଦଳ ଓ ପାଣି ପଂଚାୟତ ନିକଟକୁ ଯାଇ ପଂଜୀକରଣ କରିପାରିବେ। ଏବର୍ଷ ସରକାର ନୂଆ ନିୟମ ଲାଗୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନରେ ଯୋଗ ଦେଲେ ନୂଆ ଡିଭିଜିନାଲ ରେଳୱେ ମ୍ୟାନଜର

ଜୟପୁର/ରାୟଗଡ଼ା: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଡିଭିଜିନାଲ ରେଲୱେ ମ୍ୟାନଜର(ଡିଆରଏମ) ଅନୁପ ଶତପଥୀଙ୍କ ଏହାରି ମଧ୍ୟରେ ପଦ‌ନ୍ନୋତି ହୋଇଛି। ସେ ତାଙ୍କ ଦାୟିତ୍ବ ନୂଆରେ ଆସିଥିବା ଡିଆରଏମ ସୌରଭ ପ୍ରସାଦଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ସେଣ୍ଟ୍ରାଲ ରେଲୱେ ଚିଫ ରୋଲିଂ ଷ୍ଟକ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ କନେଷ୍ଟବଳ ଓ ଆଇଆଇସି ଗୁରୁତର

କୋରାପୁଟ: କୋରାପୁଟ କୋଟପାଡ଼ ଥାନା ମାଲଚାମାଲ ଜଙ୍ଗଲରେ ଚଢାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଗଞ୍ଜେଇ ମାଫିଆମାନେ ଆକ୍ରମଣ କରିଛନ୍ତି । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳଙ୍କ ସହ ଆଇଆଇସି ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଆହତ ହୋଇଥବା କନେଷ୍ଟବଳଙ୍କ ନାମ ମେଘନାଦ ଶବର ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ମାଟି ଓଡ଼ିଶାର, ରାଜ୍ କରୁଛି ଆନ୍ଧ୍ର; ହାତରୁ ଖସୁଛି ସୀମାନ୍ତ ଗାଁ

ଜୟପୁର,  (ନବୀନ ଚନ୍ଦ୍ର ସାହୁ): ଗାଁ ଓଡ଼ିଶାର। ଅଧିବାସୀଙ୍କ ଜନ୍ମ ଓ କର୍ମଭୂମି ବି ଓଡ଼ିଶାରେ। ଅଥଚ ରାଜ୍ କରୁଛି ଆନ୍ଧ୍ର। ସୀମାନ୍ତ ଗାଁ ଅକ୍ତିଆରକୁ ନେବା ପାଇଁ ଦଶନ୍ଧି ଦଶନ୍ଧି ଧରି ଚଳାଇଛି ଉଦ୍ୟମ। କୋରାପୁଟର କୋଟିଆଠୁ ଆରମ୍ଭ କରି ରାଇପାହାଡ଼, ରାୟଗଡ଼ାର ଲାଉଗୁଡ଼ାଠୁ ସାନଲୁକୁଟି,…
ଅଧିକ ଖବର ଦେଖନ୍ତୁ...

ଜୟପୁରକୁ ୨ଦିନ ବନ୍ଦ ରହିବ ବିମାନ ସେବା

ଜୟପୁର : ଦିନେ ଚାଲିଲେ ଦୁଇ ଦିନ ବନ୍ଦ ରହୁଛି। ଚଳିତ ମାସରେ ଭୁବନେଶ୍ବରରୁ ଜୟପୁର ଏବଂ ଜୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ବିମାନସେବାରେ ଏମିତି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୁଇ ଦିନ ସେବା ବନ୍ଦ ରହିବା ପରେ ଆଜି ଇଣ୍ଡିଆ ୱାନ୍‌ ଏୟାର ବିମାନ ଜୟପୁରକୁ ଚଳାଚଳ କରିଥିଲା। ତେବେ ଏୟାର…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ବାଣ୍ଟିଲା ଜଗନ୍ନା ସୁରକ୍ଷା ଯୋଜନା କିଟ୍‌

କୋରାପୁଟ/ପଟାଙ୍ଗି : ଓଡ଼ିଶାର କଡ଼ା ପ୍ରତିବାଦ ପରେ କିଛି ଦିନ ଧରି କୋଟିଆରେ ଅନୁପ୍ରବେଶ ବନ୍ଦ କରିଥିଲା ଆନ୍ଧ୍ର। କିନ୍ତୁ ଆଜି ଚୁପ୍‌ଚାପ୍‌ ପୁଣି କୋଟିଆରେ ପଶିଛି। ନାରେଡ଼ିବାଲସାରେ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରି ୫ଟି ଗାଁର ଲୋକଙ୍କୁ ଏକାଠି କରିଥିଲା। ଲୋକଙ୍କୁ ପ୍ରଲୋଭିତ…
ଅଧିକ ଖବର ଦେଖନ୍ତୁ...

ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ୪ଟି ଗାଁରେ ସରକାରଙ୍କ ଯୋଜନା ସଂପର୍କରେ ବୁଝାଇଲେ ସାଲୁର ବିଡିଓ

ପଟ୍ଟାଙ୍ଗି: ବାରମ୍ବାର ବିରୋଧ ଓ ପ୍ରତିବାଦ ସତ୍ତ୍ବେ ଓଡ଼ିଶା ପିଛା ଛାଡ଼ୁନି ଆନ୍ଧ୍ର ପ୍ରଦେଶ। କିଛି ଦିନର ନୀରବତା ପରେ ପୁଣି ଥରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତ ନେରିଡିବାଳସା ଠାରେ ଆନ୍ଧ୍ର ପ୍ରଦେଶର ସରକାରୀ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ସରକାରୀ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ଆରଟିଆଇରେ ମିଳିଲା ସାଂଘାତିକ ସୂଚନା, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ  ସ୍ଥାପନ ପାଇଁ ରାଜ୍ୟ ସରକାର କିମ୍ବା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଛି ଆବେଦନ କିମ୍ବା ଚିଠି ଦେଣ ନେଣ କେନ୍ଦ୍ରସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସହ  ହୋଇନି ଏଭଳି ସାଂଘାତିକ ସୂଚନା ଆରଟିଆଇରେ ମିଳିଛି। ମାନବାଧିକାର ଓ ଆରଟିଆଇ କର୍ମୀ ଅନୁପ…
ଅଧିକ ଖବର ଦେଖନ୍ତୁ...