ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଇରଙ୍ଗପୁର: ଜଙ୍ଗଲରୁ ଜନୈକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଏକ ଡୁଙ୍ଗୁରିରେ। ମୃତ ମହିଳା ହେଲେ ତୋପଇ ମହାନ୍ତ(୪୦)। ସୂଚନା ଅନୁଯାୟୀ ଜାମଦା ଥାନା…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ ଡେଲିଭରିବୟଙ୍କ ଉପରେ ଚଢ଼ିଗଲା ଚୋରା ବାଲି ବୋଝେଇ ଟ୍ରକ୍‌; ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା

ବେତନଟୀ ସଦର: ଅନ୍‌ଲାଇନ୍‌ ଡେଲିଭରିବୟ ଉପରେ ଚୋରା ବାଲି ବୋଝେଇ ଟ୍ରକ୍‌ ଚଢ଼ିଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଅଭିଜିତ ମହାନ୍ତି (୨୩)। ଏହି ଘଟଣା ପରେ ଉତ୍ତେଜନା ଦେଖାଯାଇଛି। ସୂଚନା ଅନୁସାରେ ବୈଶିଙ୍ଗା ଥାନା ଅଧୀନ ଅମ୍ବଗଡ଼ିଆ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ନୋ ପାର୍କିଂ ସ୍ଥାନରେ ରହୁଛି ଭାରୀଯାନ; ଦବିଗଲାଣି ପେଭର୍

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ବିଭିନ୍ନ ୱାର୍ଡରେ ରାସ୍ତାର ଉନ୍ନତିକରଣ ନିମନ୍ତେ ପେଭର୍ ବିଛା ଯାଇଛି ତୋ ଆଉ କିଛି ସ୍ଥାନରେ ବର୍ତ୍ତମାନ ମଧ୍ୟ ବିଛା ଯାଉଛି। ରାଇରଙ୍ଗପୁର ପୌରପରିଷଦର ୬ ନଂ ୱାର୍ଡର ରାଉତଖମାରଠାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ଉକ୍ତ…
ଅଧିକ ଖବର ଦେଖନ୍ତୁ...

କୂଳ ଖାଉଛି ବୁଢ଼ାବଳଙ୍ଗ: ଲୀନ ହେବାକୁ ଯାଉଛି ୫ଟି ଗାଁର ଚାଷ ଜମି, ଚିନ୍ତାରେ ନଦୀକୂଳବାସୀ

ବେତନଟୀ ସଦର (ଦୀପକ କୁମାର ସିଂହ): ବର୍ଷକୁ ବର୍ଷ କୂଳ ଖାଇ ଚାଲିଛି ବୁଢ଼ାବଳଙ୍ଗ। ଯଦି ଏମିତି ନଦୀକୂଳ ଖାଇ ଚାଲେ, ତେବେ ଖୁବ୍‌ଶୀଘ୍ର ୫ଟି ଗାଁ ସହିତ ଶତାଧିକ ଏକର ଚାଷଜମି ନଦୀ ଗର୍ଭରେ ଲୀନ ହେବ। ଏହାକୁ ନେଇ ନଦୀକୂଳିଆ ଚାଷୀମାନେ ଆଶାଆଶଙ୍କାରେ କାଳାତିପାତ କରୁଛନ୍ତି। ଏପରି ଚିତ୍ର ବେତନଟୀ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ଗସ୍ତ ସାରି ଫେରିଗଲେ: ୩ ନୂଆ ଟ୍ରେନ୍‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ବାରିପଦା/ରାଇରଙ୍ଗପୁର/ବାଦାମପାହାଡ଼: ସାରା ଦେଶରେ ଆଜି ସରକାରଙ୍କ ପ୍ରତିଟି ପଦକ୍ଷେପ ଜନଜାତିଙ୍କ ବିକାଶ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ରେଳ ଷ୍ଟେସନ୍‌ରେ ୩ଟି ନୂଆ ଟ୍ରେନ୍‌ ଚଳାଚଳ ସମେତ ରେଳ ଓ ଡାକ ବିଭାଗର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଯେକୌଣସି ଅଞ୍ଚଳର ବିକାଶ ସେହି ଅଞ୍ଚଳର ଯୋଗାଯୋଗ ଉପରେ ନିର୍ଭର କରେ : ରାଷ୍ଟ୍ରପତି

ରାଇରଂଗପୁର/ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଆଜି (ନଭେମ୍ବର ୨୧, ୨୦୨୩ରେ) ବାଦାମପାହାଡ଼ ରେଳ ଷ୍ଟେସନରୁ ତିନୋଟି ନୂଆ ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ, ବାଦାମପାହାଡ଼- ରାଉରକେଲା ସାପ୍ତାହିକ…
ଅଧିକ ଖବର ଦେଖନ୍ତୁ...

ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼ –…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନ ବଡ଼ ସମସ୍ୟା: ଜୀବନଚର୍ଯ୍ୟା ବଦଳାଅ

ବାରିପଦା: ସ୍ୱାଧୀନତା ସଂଗ୍ରାମ ସମୟରେ ଅନେକ ସାହିତ୍ୟିକ ଆମ ଜାତୀୟ ଆନ୍ଦୋଳନକୁ ନୂଆ ରାହା ଦେଖାଇଥିଲେ ଓ ସଂଗ୍ରାମର ବାର୍ତ୍ତାକୁ ପୁରପଲ୍ଲୀରେ ପହଞ୍ଚାଇଥିଲେ। ଜଣେ ସାହିତ୍ୟିକ ଖାଲି ସମାଜକୁ ସଚେତନ କରାଇଥାନ୍ତି ତା ନୁହେଁ, ନିଜ ଜାତିର ସଂସ୍କୃତିକୁ ମଧ୍ୟ ସାହିତ୍ୟରେ ପ୍ରତିଫଳିତ…
ଅଧିକ ଖବର ଦେଖନ୍ତୁ...

ବାମନଘାଟୀ ଉପଖଣ୍ଡସ୍ତରୀୟ ସରଗିଫୁଲ -୨୦୨୩ ଉଦଯାପିତ

ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଆନ୍ତବିଦ୍ୟାଳୟ ଭଲିବଲ ଓ ସରଗିଫୁଲ -୨୩ ଉଦଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଜନଜାତି ଓ ଜାତି ବିଭାଗରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ସୃଜନିଶକ୍ତିର ବିକାଶ ନିମିତ୍ତ ସରଗିଫୁଲ…
ଅଧିକ ଖବର ଦେଖନ୍ତୁ...

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...