ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଫାଣ୍ଡି ହାଜତରୁ ଅଭିଯୁକ୍ତ ଚମ୍ପଟ

ଗୋପ : ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ନୟାହାଟ ଫାଣ୍ଡି ହାଜତରୁ ‌ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ତେବେ, ତାଙ୍କ ପୁଅକୁ ପୁଲିସ ଏନ୍‌କାଉଣ୍ଟର୍‌ କରି କେଉଁଆଡ଼େ ମାରି ଫିଙ୍ଗି ଦେଇଛି ବୋଲି ଅଭିଯୁକ୍ତର ମା’ ଅଭିଯୋଗ କରିବା ସହ ଫାଣ୍ଡି ଆଗରେ ଅନ୍ୟ ମହିଳାଙ୍କ ସହିତ ଧାରଣାରେ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ରଜ ଉତ୍ସବର ଦ୍ୱିତୀୟ ଦିବସ: ପୁଚିଖେଳ, ହୁଳହୁଳିରେ ଦୁଲୁକିଲା ଭଗବତୀ ପୀଠ

କୋଣାର୍କ : ଆଜି କୋଣାର୍କ ରଜ ଉତ୍ସବର ଦ୍ୱିତୀୟ ଦିବସରେ ଭଗବତୀ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା। ପୀଠରେ ସମବେତ ମହିଳା, ଯୁବତୀ, କିଶୋରୀ ଓ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁଚିଖେଳ ଓ ହୁଳହୁଳି ଧ୍ବନିରେ ଭଗବତୀ ପୀଠ ଦୁଲୁକି ଉଠିଥିଲା। ପାନଭଙ୍ଗା…
ଅଧିକ ଖବର ଦେଖନ୍ତୁ...

ତିନି ରଥର ପ୍ରଭା କାମ ଜାରି

ପୁରୀ : ଆଜି ତିନିରଥରେ ଶ୍ରୀବିଗ୍ରହମାନଙ୍କ ପ୍ରଭା ସଂଯୋଗ ପାଇଁ ଦୁଇଟି ଲେଖାଁଏ ‘ଧୂଳିଦଣ୍ଡା’ ପଛଆଣି ଚଉଦନାହାକାରେ ବାଡ଼ିଆ ଯାଇଛି। ରଥ ଉପର ଚାରି ପାର୍ଶ୍ୱ କୋଣଗୁଡ଼ିକରେ ବାକି ରହିଥିବା ପଟା ପଡ଼ିବା ଆଜି ଶେଷହୋଇଛି। ରୂପକାର ସେବକମାନେ ଆଜି ତିନିରଥର ‘ପ୍ରଭା’ରେ ରୂପ ଖୋଦେଇ ଶେଷ କରି…
ଅଧିକ ଖବର ଦେଖନ୍ତୁ...

ସିଂହଦ୍ବାରରେ ରଙ୍ଗର ଝୋଟି

ପୁରୀ : ଭକ୍ତଙ୍କୁ ସ୍ବାଗତ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ବି ସିଂହଦ୍ବାରରେ ଝୋଟି ପଡ଼ିଛି। ପିଚୁ ଉପରେ ନାଲି ରଙ୍ଗ ବୋଳି ଏହା ଉପରେ ଧଳାର ଫୁଲ ଅଙ୍ଗାଯାଉଛି। ଆଜି ରାତି ସୁଦ୍ଧା ସିଂହଦ୍ବାର ସେଡ୍‌ଠାରୁ ମେଘନାଦ ପାଚେରି ପାଖକୁ ଏହି ରଙ୍ଗ କାର୍ଯ୍ୟ ଜାରି ରହିଛି। ଯାହା…
ଅଧିକ ଖବର ଦେଖନ୍ତୁ...

ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ, ରଥଯାତ୍ରା ନେଇ ଗଜପତିଙ୍କ ସହ ହେଲା ଆଲୋଚନା  

ପୁରୀ: ଆଉ ମାତ୍ର ୪ ଦିନ ପରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ହେବ। ମହାପ୍ରଭୁଙ୍କ ୯ ଦିବସୀୟ ଘୋଷ ଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇ ସାରିଛନ୍ତି। ରଥଯାତ୍ରାର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡରେ ଅଘଟଣ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବ ଅପରେଟରଙ୍କ ଜୀବନ

ପୁରୀ: ରଥଯାତ୍ରା ପାଇଁ ସିସିଟିଭି ସଂଯୋଗୀକରଣ ବେଳେ ବଡ଼ଦାଣ୍ଡରେ ଅଘଟଣ। କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଯୁବ ଅପରେଟରଙ୍କର ମୃତ୍ୟୁ ଘଟିଛି। ମୃତ ଯୁବ ଅପରେଟର ହେଉଛନ୍ତି କଟକ ରାଜାବଗିଚା ଅଞ୍ଚଳର ରାକେଶ ବେହେରା(୨୫)। ଖବର ପାଇ ଟାଉନ ଥାନା ପୁଲିସ…
ଅଧିକ ଖବର ଦେଖନ୍ତୁ...

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଦିନ ୧୧ଟାରୁ ଦର୍ଶନ ବନ୍ଦ

ପୁରୀ: ୧୯ ତାରିଖରେ ଶ୍ରୀଜିଉଙ୍କର ମାତ୍ର ୩ ଘଣ୍ଟା ନବ ଯୌବନ ଦର୍ଶନ ହେବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକାଳ ୮ଟାରୁ ୯ଟା ଯାଏ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିବ। ସକାଳ ୮ଟାରୁ ୯ଟା ଯାଏ…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠା​ରେ: ଯୋଡ଼ା ଆଷାଢ଼ ସତ୍ତ୍ବେ ହୋଇଥିଲା ଆଂଶିକ ନବକଳେବର

ପୁରୀ : ୧୮୯୩ ମସିହାରେ ଯୋଡ଼ା ଆଷାଢ଼ ପଡ଼ିବାରୁ ପୁରୀରେ ମହାପ୍ରଭୁଙ୍କର ନବକଳେବର ହେବାର ବିଧି ଥିଲା। ମାତ୍ର ତତ୍କାଳୀନ ପୁରୀର ମହାରାଣୀ ଏଥିରେ ସମ୍ମତି ପ୍ରକାଶ କଲେନାହିଁ। ତେଣୁ ଆଂଶିକ ନବକେଳବର ହୋଇଥିଲା। ସେହିବର୍ଷ ଜଗନ୍ନାଥବଲ୍ଲଭ ମଠରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଖଳା ଚଳଚଞ୍ଚଳ: ରଥରେ ଲାଗିଲା ଦୁଆର ବେଢ଼ା

ପୁରୀ : ଆଜି ତିନି ରଥରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୋଟଳ ନିମ୍ନ ଭାଗରୁ ତୃତୀୟ ଭୂଇଁ ସେଣି ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ୮ଟି ଋଷି ପଟା ବାଡ଼ିଆ ଯାଇଛି। ତିନିରଥର ୪ଟି ଲେଖାଏଁ ‘ଦୁଆର ବେଢ଼ା’ ରଥ ଚାରି ପାର୍ଶ୍ୱରେ ଲାଗିଛି। ଭୋଇ ସର୍ଦାରଙ୍କ ତତ୍ୱାବଧାନରେ ତିନି ରଥର…
ଅଧିକ ଖବର ଦେଖନ୍ତୁ...

ପୋଖରୀରୁ ମିଳିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି, ନବମ ଶତାବ୍ଦୀ ପୂର୍ବ ସମୟର ବୋଲି ଗବେଷକଙ୍କ ମତ

ପୁରୀ : ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସୀମାରେ ଥିବା ଲେଣ୍ଡୋ ଗ୍ରାମରେ ଏକ ପୋଖରୀ ଖନନ ବେଳେ ବୌଦ୍ଧ ପ୍ରତ୍ନତାତ୍ତ୍ବିକ ଅବଶେଷ ମିଳିଛି। ଏକ ମସ୍ତକବିହୀନ ବୁଦ୍ଧ ମୂର୍ତ୍ତି ସମେତ ବୌଦ୍ଧ ମାନସିକ ସ୍ତୂପ ଏବଂ ପୁରାତନ ମନ୍ଦିରର ଶିଳାଖଣ୍ଡ ଆଦି ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...