ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବନ୍ୟାଞ୍ଚଳରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ପାଣିକୁ ଗଲେନି, ରାସ୍ତା ଉପରୁ ସ୍ଥିତି ଅନୁଧ୍ୟାନ କଲେ

ପୁରୀ/ ଗଡ଼ିଶାଗୋଦା : ପୁରୀ ଜିଲ୍ଲାର ବନ୍ୟାଞ୍ଚଳ ବୁଲିବା ସହ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ନେଇ ଶୁକ୍ରବାର ଦିନ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସହ ଅଧିକାରୀଙ୍କୁ ନେଇ ବନ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ତେବେ ଶ୍ରୀମତୀ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଅହିଂସା ରଥକୁ ସ୍ୱାଗତ

ପୁରୀ : ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରିବା ଲକ୍ଷ୍ୟରେ ପ୍ରସ୍ତୁତ ଅହିଂସା ରଥ ଶୁକ୍ରବାର ଦିନ ପୁରୀରେ ପହଞ୍ଚିଥିଲା। ଅଠରନଳ‌ାଠାରେ ପୁରୀ ପୌରପାଳିକା ପକ୍ଷରୁ ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ ବେହେରା ଅହିଂସା ରଥକୁ…
ଅଧିକ ଖବର ଦେଖନ୍ତୁ...

ପିପିଲିର ଦୁଃଖ ବଢ଼ାଉଛି ଦୟା, କଣ୍ଟି କାଜ ବନ୍ଦ କରିବାକୁ ଦାବି

ପିପିଲି : ଦୟାନଦୀରେ ବନ୍ୟା ଆସିଲେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ୍‌ ଅଞ୍ଚଳର ଦୁଃଖ ବଢ଼ିଯାଏ। ଦୟାନଦୀର ଭାରତୀପୁର, ଓ କଣ୍ଟି (ଏସକେପ୍) କାଜ ଦେଇ ବନ୍ୟାଜଳ ପିପିଲି ବ୍ଲକ୍‌ର ଭାରତୀପୁର, କଣ୍ଟି, ବାରିମୂଳ, କେରୁଣ୍ଡେଇ, ନାରଣଖେତା, ହାଟସାହି, ଜମ୍ବିଲା, ମାଧିପୁର, ଗୁନ୍ଥଳ, ଡେଲାଙ୍ଗ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପାଣିରେ ଫସିଲା ଜନନୀ ଏକ୍ସପ୍ରେସ୍‌, ନବଜାତ ଶିଶୁକୁ ଧରି ଆଣ୍ଠୁଏ ପାଣିରେ ଗଲେ ପ୍ରସୂତି

ବ୍ରହ୍ମଗିରି : ବନ୍ୟା ପାଣିରେ ଫସିଯାଇଛି ଜନନୀ ଏକ୍ସପ୍ରେସ୍‌। ଫଳରେ, ନବଜାତ ଶିଶୁକୁ ଧରି ପ୍ରସୂତିଙ୍କୁ ଆଣ୍ଠୁଏ ପାଣିରେ ଚାଲିବାକୁ ପଡ଼ିଛି। ବନ୍ୟା ପାଣି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇବାରେ ଲାଗିଛି। ଶୁକ୍ରବାର ମଧ୍ୟ୍ୟାହ୍ନରେ ବ୍ରହ୍ମଗିରି ପଟୁ ଏକ ଜନନୀ ଏକ୍ସପ୍ରେସ୍‌ ଆମ୍ବୁଲାନ୍ସରେ…
ଅଧିକ ଖବର ଦେଖନ୍ତୁ...

୨୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ପୁରୀ : ଗତକାଲି ପୁରୀ ସହରାଞ୍ଚଳର ବିଭିନ୍ନ ଥାନା ପୁଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ବେପାରୀମାନଙ୍କୁ ମଧ୍ୟ ଗିରଫ ପରେ ଜେଲ ପଠାଇ ଦେଇଥିଲେ। ଆଜି ବାସେଳିସାହି ଥାନା ଓ ତାଳବଣିଆ ଥାନା ପୁଲିସ ମଧ୍ୟ ୨ ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଧରିଛି। ସେମାନଙ୍କ ନିକଟରୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲାରେ ଅଢ଼େଇ ଲକ୍ଷ ଲୋକ ଜଳବନ୍ଦି: କଣାସ, ଗୋପ ସ୍ଥିତି ସଙ୍ଗିନ

ପୁରୀ : ପୁରୀ ଜିଲ୍ଲାରେ ବନ୍ୟା ଦୁର୍ଦ୍ଦଶା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ଓ ଲେଉଟା ପାଣି ଗାଁ ଗଣ୍ଡାକୁ ବୁଡ଼ାଇବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି। ବନ୍ୟା ପାଣିର ଆଁ ଜିଲ୍ଲାର ୩ଶହରୁ ଅଧିକ ଗାଁ’କୁ ଗ୍ରାସ କରିସାରିଲାଣି। ଫଳରେ…
ଅଧିକ ଖବର ଦେଖନ୍ତୁ...

ସିଂହଦ୍ବାର ସମ୍ମୁଖରେ ରାସ୍ତା ଦବିଲା

ପୁରୀ : ରାଜ୍ୟ ସରକାର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ପାଇଁ ପ୍ରାୟ ୪ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କିନ୍ତୁ ଶ୍ରୀମନ୍ଦିର ସିଂହଦ୍ବାର ଅବସ୍ଥା ବଦଳି ପାରୁନି। ଯେଉଁଠି କୋଟି କୋଟି ଟଙ୍କାରେ କୋଠା, ରାସ୍ତା…
ଅଧିକ ଖବର ଦେଖନ୍ତୁ...

ଘାଇ ମରାମତିରେ ପ୍ରଶାସନ ବିଫଳ

ଖୋର୍ଦ୍ଧା/ପୁରୀ/ନୟାଗଡ଼ : ଲଗାଣ ବର୍ଷାରେ ମହାନଦୀ ସମେତ ଅନ୍ୟ ଶାଖା ନଦୀଗୁଡ଼ିକରେ ବଢ଼ି ଆସିବାପରେ ୬ଟିରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ଅନେକ ପଞ୍ଚାୟତର ଗ୍ରାମବାସୀ ୪ ଦିନ ହେବ ଜଳବନ୍ଦି ହୋଇପଡ଼ିଛନ୍ତି। ମହାନଦୀର ପଛୁଆ ପାଣିରେ…
ଅଧିକ ଖବର ଦେଖନ୍ତୁ...

ଆଜି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଗୁରୁବାର ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଜନ୍ମନୀତି ପାଳିତ ହେବ। ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟା ଆଳତି ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଅଧିକ ମେଲିଲା ମକରା ନଦୀବନ୍ଧ ଘାଇ

ଗଡ଼ିଶାଗୋଦା : ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ପ୍ରବାହିତ ଦୟା ନଦୀର ଶାଖା ମକରା ନଦୀର କଉଡ଼ିଆପୁର ନିକଟରେ ଗତକାଲି ଏକ ଘାଇ ହେବାରୁ ପ୍ରଶାସନ ସହାୟତାରେ ଲୋକମାନେ ଘାଇଟିକୁ ବନ୍ଦ କରିବା ପାଇଁ ବହୁଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ତେବେ ବୁଧବାର ଦିନ ଏହି ଘାଇଟି ୧୦୦ ଫୁଟ୍‌ରୁ ଅଧିକ…
ଅଧିକ ଖବର ଦେଖନ୍ତୁ...