ଡିଭାଇଡର୍‌କୁ ଧକ୍କା ଦେଇ ଯୁବକ ମୃତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ କଟ୍‌ ରୋଡ୍‌ର ଯାତ୍ରୀ ନିବାସ ନିକଟରେ ରୋଡ୍‌ ଡିଭାଇଡର୍‌କୁ ଧକ୍କା ଦେଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର