‘ନନ୍ଦିଘୋଷ’ର ପାର୍ଶ୍ୱ ଦେବତା (୨)

ପଞ୍ଚମୁଖୀ ହନୁମାନଙ୍କ ବ୍ୟତୀତ, ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥର ବାମପାର୍ଶ୍ୱର ଅନ୍ୟ ଦୁଇ ଦେବତା ହେଉଛନ୍ତି ରାମ ଓ ଲକ୍ଷ୍ମଣ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି- ୨. ରାମ: ରାମ ବା ଶ୍ରୀରାମ ତ୍ରେତୟା ଯୁଗର ଅବତାର ହେଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ରଥର ପାର୍ଶ୍ୱଦେବତା ରୂପେ…
ଅଧିକ ଖବର ଦେଖନ୍ତୁ...

‘ନନ୍ଦିଘୋଷ’ର ପାର୍ଶ୍ୱ ଦେବଦେବୀ

ବିଭିନ୍ନ ଆଲୋଚକଙ୍କ ସୂଚୀରେ ତିନିରଥର ପାର୍ଶ୍ୱ ଦେବଦେବୀଙ୍କ ନାମ କିପରି ଭିନ୍ନ ଭିନ୍ନ, ତାହାର ଗୋଟିଏ ଦୃଷ୍ଟାନ୍ତ ‘ନନ୍ଦିଘୋଷ’ ରଥରୁ ଦିଆଯାଇ ପାରିବ। ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦିଗ୍‌ଦର୍ଶନରେ ଡକ୍ଟର କିଶୋର ଚନ୍ଦ୍ର ସାହୁଙ୍କ ଦ୍ଵାରା ପ୍ରସ୍ତୁତ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’…
ଅଧିକ ଖବର ଦେଖନ୍ତୁ...

ତିନି ରଥର ପାର୍ଶ୍ୱ ଦେବଦେବୀ

ତିନି ରଥର ଋଷିମାନଙ୍କ ପରି, ତିନି ରଥରେ ପାର୍ଶ୍ୱ ଦେବ-ଦେବୀ ମଧ୍ୟ ଥାଆନ୍ତି। କିନ୍ତୁ ପ୍ରତି ରଥରେ ଅଷ୍ଟଋଷି ଅବସ୍ଥାନ କରୁଥିବାବେଳେ, ପ୍ରତି ରଥର ପାର୍ଶ୍ୱ ଦେବ-ଦେବୀଙ୍କ ସଂଖ୍ୟା ନଅ ହୋଇଥାଏ। ରଥର ସମ୍ମୁଖଭାଗକୁ ଛାଡ଼ି ଅନ୍ୟ ତିନି ପାର୍ଶ୍ୱରେ ତିନିଜଣ ଲେଖାଏଁ ଦେବଦେବୀ ଅବସ୍ଥାନ କରନ୍ତି।…
ଅଧିକ ଖବର ଦେଖନ୍ତୁ...

ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ର ଋଷିପଟା (୩)

ଭୃଗୁ, ବଜ୍ର, ଶୃଙ୍ଗୀ ଓ ଧ୍ରୁବଙ୍କ ବ୍ୟତୀତ ଆଉ ଯେଉଁ ଚାରି ଋଷି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ଋଷିପଟାରେ ଅବସ୍ଥାନ କରନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି- ସୁପ୍ରଭ ଓ ଉଲୂକ। ଅନ୍ୟ ଦୁଇଜଣଙ୍କର ନାମ ପରିବର୍ତ୍ତେ ‘ପ୍ରବର୍ତ୍ତକ ଋଷିମଣ୍ଡଳୀ’ ବୋଲି କେତେକ ଆଲୋଚକ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ର ଋଷିପଟା

ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ବା ‘ଦର୍ପଦଳନ’ ରଥର ଋଷିପଟାରେ ଯେଉଁ ଅଷ୍ଟଋଷି ଅବସ୍ଥାନ କରନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ନାମ ମିଳେନାହିଁ। ସେହି ଦୁଇ ନାମ ପରିବର୍ତ୍ତେ ‘ପ୍ରବର୍ତ୍ତକ ଋଷିମଣ୍ଡଳୀ’ ବୋଲି ଅନେକ ଆଲୋଚକ ଉଲ୍ଲେଖ କରିଛନ୍ତିି। ବାକି ଛଅ ଋଷି ହେଉଛନ୍ତି- ଭୃଗୁ, ବଜ୍ର,…
ଅଧିକ ଖବର ଦେଖନ୍ତୁ...

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଋଷିପଟା (୩)

ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା ଓ ଅଗସ୍ତ୍ୟଙ୍କ ପରି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଋଷିପଟାରେ ସ୍ଥାନପାଇଥିବା ଅନ୍ୟ ତିନି ଋଷି ହେଉଛନ୍ତି- କୃଷ୍ଣ, ମୁଦ୍‌ଗଲ ଓ କଶ୍ୟପ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି- ୬. କୃଷ୍ଣ: ବ୍ୟାସକୃତ ‘ମହାଭାରତ’ ବା ‘ଭାଗବତ’ର ଭଗବାନ ଶ୍ରୀକୃଷ୍ଣ ଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଋଷିପଟା (୨)

ପୁଲହ ଓ ପୁଲସ୍ତ୍ୟଙ୍କ ପରି ଶ୍ରୀବଳଭଦ୍ରଙ୍କ ରଥର ଋଷିପଟାରେ ସପ୍ତର୍ଷିମଣ୍ଡଳର ଅନ୍ୟ ଯେଉଁ ଦୁଇଋଷି ସ୍ଥାନପାଇଛନ୍ତି, ସେ ଦୁହେଁ ହେଲେ ଅତ୍ରି ଓ ଅଙ୍ଗିରା। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି- ୩. ଅତ୍ରି: ବ୍ରହ୍ମାଙ୍କର ଦଶ ମାନସ ପୁତ୍ରଙ୍କ ମଧ୍ୟରେ ଏ ଋଷିଙ୍କୁ ଗ୍ରହଣ କରାଯାଇଥାଏ। ଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଋଷିପଟା

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥର ଋଷିପଟାରେ ଅବସ୍ଥାନ କରୁଥିବା ଅଷ୍ଟଋଷି ହେଉଛନ୍ତି- ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ଅଗସ୍ତ୍ୟ, କୃଷ୍ଣ, ମୁଦ୍‌ଗଲ ଓ କଶ୍ୟପ। ତେବେ ଅନ୍ୟ କେତେକ ଆଲୋଚନାରେ ଏହି ଅଷ୍ଟଋଷିଙ୍କ ନାମ ସଂପୂର୍ଣ୍ଣ ଭିନ୍ନ ବୋଲି ଉଲ୍ଲେଖ ଅଛି। ସେହି ଅଷ୍ଟଋଷି ହେଉଛନ୍ତି- ଅପ,…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଋଷିପଟା (୩)

ନାରଦ, ଦେବଳ, ଶୁକ, ବ୍ୟାସ ଓ ପରାଶରଙ୍କ ବ୍ୟତୀତ ନନ୍ଦିଘୋଷ ରଥର ଋଷିପଟାରେ ସ୍ଥାନ ପାଇଥିବା ଶେଷ ତିନି ଋଷି ହେଉଛନ୍ତି- ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି- ୬. ବଶିଷ୍ଠ: ବ୍ରହ୍ମାଙ୍କର ମାନସପୁତ୍ର ତଥା ଜଣେ ବ୍ରହ୍ମର୍ଷି ଭାବରେ ବଶିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଋଷିପଟା

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥର ଋଷିପଟାରେ ଅବସ୍ଥାନ କରୁଥିବା ଅଷ୍ଟଋଷି ହେଉଛନ୍ତି- ନାରଦ, ଦେବଳ, ଶୁକ, ବ୍ୟାସ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ତେବେ କେତେକ ଆଲୋଚକଙ୍କ ଲେଖାରେ ଏମାନଙ୍କ ମଧ୍ୟରୁ କେବଳ ନାରଦ ସ୍ଥାନ ପାଇଛନ୍ତି। ଅନ୍ୟ ସପ୍ତଋଷିଙ୍କର ମଧ୍ୟରେ ଅଛନ୍ତି ଅମ୍ବରୀଷ,…
ଅଧିକ ଖବର ଦେଖନ୍ତୁ...