ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ତେଲେଙ୍ଗାନାରେ ଆକାଶରୁ ହେଲା ମାଛ ବର୍ଷା, ଚକିତ ହେଲେ ସ୍ଥାନୀୟ ଲୋକେ

ହାଇଦ୍ରାବାଦ୍‌: ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ନିଆରା ଘଟଣା। ରାଜ୍ୟର ଜଗତିୟଲ ସହରରେ ଆକାଶରୁ ବର୍ଷା ସାଥୀରେ ମାଛ ପଡୁଥିବାର ଦେଖିବାକୁ ମିଳିଛି। ରାସ୍ତା, ଘର, ଛାତ ଏବଂ ଗଳି ଗଳିରେ ମାଛ ପଡ଼ିଥିବାର ଦୃଶ୍ୟ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଛନ୍ତି। ମାଛ ବର୍ଷାର ଏହି ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ‘ବିଜେପି’ ବିଧାୟକଙ୍କ ଦେହରେ କାଦୁଅ ବୋଳିଲେ ମହିଳା

ମହାରାଜଗଞ୍ଜ: ପ୍ରବଳ ଗରମରୁ ନିସ୍ତାର ପାଇବା ଲାଗି ଇନ୍ଦ୍ରଦେବଙ୍କୁ ସନ୍ତୁ‌ଷ୍ଟ କରାଇ ବର୍ଷା କରାଇବା ଲାଗି ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ମଙ୍ଗଳବାର ରାତିରେ ପିପ୍ରାଦେଓରାର ମହିଳାମାନେ ‘ବିଜେପି’ ବିଧାୟକ ଜୟମଙ୍ଗଳ କନୋଜିଆ ଏବଂ ପ‌ୌର ପରିଷଦ୍‌ର ଅଧ୍ୟକ୍ଷ କୃଷ୍ଣଗୋପାଳ ଜୟସୱାଲ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ହଜାରେ ବର୍ଷ ବଞ୍ଚୁଥିବା ଉଦ୍ଭିଦ

ଭୂପୃଷ୍ଠରେ ରହିଥିବା ଯେ କୌଣସି ପ୍ରାଣୀ ହେଉ ବା ଉଦ୍ଭିଦ ହେଉ, ସମସ୍ତଙ୍କର ନିର୍ଦ୍ଦିଷ୍ଟ ଆୟୁଷ ରହିଛି। ସ୍ଥଳ ବିଶେଷରେ କେହି କେହି ଶହ ଶହ ବର୍ଷ ଧରି ଜୀବନ ଧାରଣ କରୁଥିବା ମଧ୍ୟ ନଜିର ରହିଛି। ତେବେ ଦକ୍ଷିଣ ଆଫ୍ରିକାର ଆଙ୍ଗୋଲା ଅନ୍ତର୍ଗତ ନାମିବ୍‌ ମରୁଭୂମିରେ ଦେଖାଯାଉଥିବା ୱେଲଵିଶ୍ଚିଆ…
ଅଧିକ ଖବର ଦେଖନ୍ତୁ...

୨ ପିଲାଙ୍କୁ ବୁଡ଼ି ଯାଉଥିବାର ଦେଖି ପାଣିକୁ ଡେଇଁଲେ ବାପା; ତିନିହେଁ ସମୁଦ୍ରରେ ଭାସିଗଲେ

ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଳାରେ ରହୁଥିବା ଏକ ପରିବାରର ୩ ଜଣ ଲୋକ ଓମାନର ଏକ ସମୁଦ୍ରରେ ଭାସି ଯାଇଛନ୍ତି। ୨ ଜଣ ପିଲା ପ୍ରଥମେ ସମୁଦ୍ରରେ ଭାସି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ସେମାନଙ୍କ ବାପା ସମୁଦ୍ର ଭିତରକୁ ପଶି ଯାଇଥିଲେ ଓ ସମୁଦ୍ର ଢେଉରେ ୩ ଜଣ ଯାକ ଭାସି…
ଅଧିକ ଖବର ଦେଖନ୍ତୁ...

ଛତୁମାନେ ବି କଥା ହୁଅନ୍ତି

୧୮୬୫ ମସିହାରେ ଲୁଇସ କାରୋଲ ଯେତେବେଳେ ‘ଆଶ୍ଚର୍ଯ୍ୟଲୋକରେ ଆଲିସ୍‌ର ଦୁଃସାହସିକତା’ ଉପନ୍ୟାସ ଲେଖିଲେ, ସେତେବେଳେ ସେଥିରେ ସେ ନାନା ଅଦ୍ଭୁତ ଘଟଣାମାନ ସ୍ଥାନ ଦେଇଥିଲେ। ଏପରିକି ଧୂମପାନ କରୁଥିବା ବିରାଡ଼ି ଓ କଥା ହେଉଥିବା ଛତୁ ପରି ଅକଳ୍ପନୀୟ ଦୃଶ୍ୟର ପରିକଳ୍ପନା ସେ କରିଥିଲେ। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଗାଈର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଲେ ଯୁବକ; ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ଇଣ୍ଟରନେଟରେ ଦୈନିକ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ବେଳେ ବେଳେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହା ବେଶ୍ ହୃଦୟସ୍ପର୍ଶୀ ହୋଇଥାଏ । ସେହିପରି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଥିରେ କିଛି ଯୁବକ ପାହାଡ଼ ଉପରୁ ଏକ ଗାଈକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ…
ଅଧିକ ଖବର ଦେଖନ୍ତୁ...

‘କାନ ଅପରେସନ ହୋଇଛି, ଗଞ୍ଜେଇ ଟିକେ ଟାଣିହେବ କି’? ଡାକ୍ତରଙ୍କୁ ଏଭଳି ପ୍ରଶ୍ନ କଲେ ରୋଗୀ

କଟକ: 'ସାର, ୮ ଦିନ ତଳେ କାନ ଅପରେସନ ହୋଇଛି | ମୁଁ ଅଳ୍ପ ଟିକେ ଗଞ୍ଜେଇ ସେବନ କରିପାରିବି କି? ଗଞ୍ଜେଇ ସେବନ କଲେ ସଂକ୍ରମଣ ହେବାର ଆଶଙ୍କା ଅଛି କି'? ଡାକ୍ତରଙ୍କୁ ରୋଗୀ ପଚାରିଲେ ଅଜବ ପ୍ରଶ୍ନ | ଆଉ ରୋଗୀଙ୍କ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର | ଜଣେ ଡାକ୍ତରଙ୍କୁ କିଛି ଏଭଳି…
ଅଧିକ ଖବର ଦେଖନ୍ତୁ...

ଆଧୁନିକ ଚିକିତ୍ସା ପ୍ରଣାଳୀ ଦ୍ବାରା ଏବେ ମୁଖଗ୍ବହର କର୍କଟକୁ ନିୟନ୍ତ୍ରଣ କରାଯାଇପାରୁଛି : ଡା.ଜ୍ୟୋତି ରଞ୍ଜନ ସ୍ୱାଇଁ

ଭାରତରେ କର୍କଟ ରୋଗୀମାନଙ୍କ ମଧ୍ୟରେ ଅଧିକାଂଶ  ମୁଖଗହ୍ୱର କର୍କଟରେ ପୀଡ଼ିତ । ଏହି ରୋଗକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏବଂ ସାଧାରଣ ବ୍ୟକ୍ତିଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ମାତ୍ର ସେମାନେ ଏ ବାବଦରେ ଡାକ୍ତରଙ୍କୁ ନପଚାରି ଇଣ୍ଟରନେଟକୁ ଯାଇ ଗୁଗୁଲ୍ ସର୍ଚ୍ଚ କରିଥାନ୍ତି । ତେଣୁ…
ଅଧିକ ଖବର ଦେଖନ୍ତୁ...

ଭାଲୁ ପାଖରେ ବସିବାର ମଜା!

ସଭିଙ୍କୁ ଜଣା ଯେ ଭାଲୁ ଏକ ଆକ୍ରାମକ ଜଙ୍ଗଲୀ ଜନ୍ତୁ; ଏହା ସହିତ ମୁହାଁମୁହିଁ ହେବାର ପରିଣାମ ଅତ୍ୟନ୍ତ ବିପଜ୍ଜନକ। ତେବେ ଆଲାସ୍କାର ମ୍ୟାକ୍‌ନିଲ୍ ରିଭର୍‌ ଵାଇଲ୍‌ଡଲାଇଫ୍ ଅଭୟାରଣ୍ୟରେ ଭାଲୁ ପାଖରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ବିରଳ ସୁଯୋଗ କିଛି ସୌଭାଗ୍ୟବାନ୍ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ କହିଲେ, ‘ପତ୍ନୀ ଖୋଜୁଛି’; ଭାଇରାଲ୍‌ ହେଲା ପୋଷ୍ଟ୍‌, ‘ସାଦି ଡଟ୍ କମ୍‌’ର ମାଲିକ ରଖିଲେ ଏପରି…

ନୂଆଦିଲ୍ଳୀ: ନାଗାଲାଣ୍ଡ୍‌ର ଜଣେ ମନ୍ତ୍ରୀ ପତ୍ନୀଙ୍କୁ ନେଇ ଏକ ଟ୍ବିଟ୍‌ କରିଛନ୍ତି, ଯାହାକି ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କର ଏହି ପୋଷ୍ଟ୍‌ରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମଜାଦାର୍‌ କମେଣ୍ଟ୍‌ ସବୁ ବି ଦେଇଛନ୍ତି। ମାଟ୍ରିମୋନିଆଲ୍‌ ଆପ୍‌…
ଅଧିକ ଖବର ଦେଖନ୍ତୁ...