ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବିଜେଡି ବିଜେପି ମେଣ୍ଟ ହେଲାନି: ଚର୍ଚ୍ଚାରେ ଯବନିକା ଟାଣିଲେ ମନମୋହନ

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ହେବନି। ଉଭୟ ଦଳ ପରସ୍ପର ବିରୋଧରେ ଲଢ଼ିବେ। କିଛି ଦିନ ହେଲା ଏହାକୁ ନେଇ ଚାଲିଥିବା ଏହି ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଟ୍ବିଟ୍‌ କରି ମେଣ୍ଟ ଆଲୋଚନା, ସିଟ୍‌ ହିସାବନିକାଶ, ପ୍ରାକ୍-ଆକଳନରେ ଯବନିକା…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶା ଦଖଲ ପାଇଁ ବିଜେଡିର କସ୍‌ରତ: ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ପାଇଁ ରଣନୀତି

ଭୁବନେଶ୍ୱର: ଉପକୂଳ ଓ ଦକ୍ଷିଣ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶା ପାଇଁ ସ୍ବତନ୍ତ୍ର ରଣନୀତି କରିଛି ବିଜେଡି। ପଶ୍ଚିମ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀରେ ଯେମିତି ଶଙ୍ଖ ପତାକା ଉଡ଼ିବ, ସେଥିପାଇଁ ନିର୍ବାଚନମଣ୍ଡଳୀ ୱାରି ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ଆଜି ନବୀନ ନିବାସରେ ବରଗଡ଼, ବଲାଙ୍ଗୀର ଓ…
ଅଧିକ ଖବର ଦେଖନ୍ତୁ...

ପାରଦ ପୁଣି ଉପରମୁହାଁ

ଭୁବନେଶ୍ବର: କାଳବୈଶାଖୀ ବର୍ଷା ପରେ ଆଜିଠାରୁ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି। ଆଜି ଦିନ ସମୟରେ ରାଜ୍ୟର ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିବା ବେଳେ ବୌଦ୍ଧ, ଟିଟିଲାଗଡ଼…
ଅଧିକ ଖବର ଦେଖନ୍ତୁ...

ଅନ୍ତଃଜିଲ୍ଲା ମୂର୍ତ୍ତି ଚୋର ଦଳ ଗିରଫ: ମୂର୍ତ୍ତି ସହ ବ୍ୟାପକ ସାମଗ୍ରୀ ଜବତ

ଢେଙ୍କାନାଳ: ଅନ୍ତଃଜିଲ୍ଲା ମୂର୍ତ୍ତି ଚୋର ଦଳକୁ ଧରିଛି ଟାଉନ୍‌ ଥାନା ପୁଲିସ। ଏହି ଚୋର ଦଳ ଜିଲ୍ଲାର ବିଭିନ୍ନ ମନ୍ଦିର ଏବଂ ଦୋକାନରୁ ରୁପା ଓ ପିତଳ ମୂର୍ତ୍ତି ଚୋରି କରିଥିଲେ। ସେମାନଙ୍କଠାରୁ ରୁପା ଓ ପିତଳର ମୂର୍ତ୍ତି ସହ ବିଭିନ୍ନ ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିଛି କଦଳୀ ଚାଷ: ପାଣି ସମସ୍ୟା ଯୋଗୁଁ ହେଉଛି ପ୍ରଭାବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଛି ବଣ୍ଡାଘାଟି। ଏହି ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ଆଦିନ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି।ନିଜର ପରାଂପାରିକ ଭେଷଭୁଷା, ଚାଲିଚଳଣ ଏବଂ ସଂସ୍କୃତିକୁ ନେଇ ଏମାନେ ଏଠାରେ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ରୋକିବ ତାଳଗଛ: କେଉଁଠି ନିର୍ଦ୍ଦେଶ ପାଳନ, କେଉଁଠି ନାହିଁ

କେନ୍ଦୁଝର: କେନ୍ଦୁଝରରେ ବଜ୍ରାଘାତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାର ଏହି ପାହାଡ଼ିଆ ଜିଲ୍ଲାରେ ଅଧିକ ବଜ୍ରପାତ ହେଉଥିବାରୁ ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ତାଳଗଛ ଲଗାଯାଉଛି।…
ଅଧିକ ଖବର ଦେଖନ୍ତୁ...

ହାଣ୍ଡିଆ ହାଣ୍ଡି ଭାଙ୍ଗିବାରୁ ଅଟକ ରଖିଲେ ଆଦିବାସୀ: ଜରିମାନା ଦେଇ ମୁକୁଳିଲେ ଅବକାରୀ ଟିମ୍‌

କୁତ୍ରା: ଆଜି କୁତ୍ରାବସ୍ତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅବକାରୀ ଟିମ୍ ମଦଭାଟି ଗୁଣ୍ଡାଙ୍କୁ ଧରି ଆଦିବାସୀଙ୍କ ହାଣ୍ଡିଆକୁ ମାରା କରିଥିବାରୁ ବେଶ୍‌ ହଲାପଟା ହୋଇଛି। ଉତ୍ତ୍ୟକ୍ତଲୋକେ ସେମାନଙ୍କୁ ଅଟକ ରଖିଥିଲେ। ପରେ ଲିଖିତ କ୍ଷମାପ୍ରାର୍ଥନା ସହ ଜରିମାନା ଦେବାପରେ ସେମାନେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳର ଅପହଞ୍ଚ ଗାଁକୁ ରାସ୍ତା ଯନ୍ତ୍ରଣା: ଯେଉଁଠି ଗର୍ଭବତୀ ଆଶାକର୍ମୀ ବି ଦୋଳାରେ ବୁହାହୁଅନ୍ତି

ଦାରିଙ୍ଗବାଡ଼ି: ପ୍ରସୂତି ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ କିଭଳି ଭଲରେ ହସ୍ପିଟାଲରେ ପହଞ୍ଚିବେ, ସେଥିପାଇଁ ଆଶାକର୍ମୀଙ୍କର ବଡ଼ ଭୂମିକା ଥାଏ। ମାତ୍ର, ଗର୍ଭବତୀ ଥିବା ଜଣେ ଆଶାକର୍ମୀଙ୍କୁ ବି ଦୋଳାରେ ବୁହାହୋଇ ହସ୍ପିଟାଲ ଯିବାକୁ ପଡ଼ିଥାଏ। ରାସ୍ତା ନଥିବାରୁ ଏହିଭଳି ଏକ ପରିସ୍ଥିତି ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଦଳ ବଦଳାଇବେ କି ଅନୁଭବ?

କଟକ: ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଭୂମିକା କ’ଣ ରହିବ? ବର୍ତ୍ତମାନ ସ୍ଥିତିରେ ବିଜେଡିରେ ଏକ ପ୍ରକାର ଗୁରୁତ୍ବ ହରାଇଥିବା ଅନୁଭବଙ୍କ ଭବିଷ୍ୟତ ପଦକ୍ଷେପକୁ ନେଇ ଏବେ ବିଭିନ୍ନ ମହଲରେ ଆକଳନ କରାଯାଉଛି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅନୁଭବ ଆଉ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ମିଳିଲାନି, ଟ୍ରଲିରେ ବୁହାହେଲେ

ଦିଗପହଣ୍ଡି/ଚିକିଟି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷା ଯମୁନା ନାୟକଙ୍କ ସ୍ବାମୀ ଅମର ନାୟକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ପ୍ରଥମେ ଗୁରୁତରଙ୍କୁ ଲକ୍ଷ୍ମୀ ବସ୍‌ରେ ଚିକିଟି ନିଆଯାଇଥିଲା। ସେଠାରୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...