Advertisment
Latest Posts
Advertisment
ଜିଲ୍ଲା
ଗାଁ’ଦାଣ୍ଡରେ ବେଧଡ଼କ ବୁଲିଲେ ୨ ଦନ୍ତା: ବିଲରେ ଧାନ ଖାଇଲେ, କୁଶଭଦ୍ରାରେ ଜଳକ୍ରୀଡ଼ା କଲେ
କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ବନାଞ୍ଚଳରେ ୧୧ ଦିନ ଧରି ୨ ଗୋଠଛଡ଼ା ଦନ୍ତା ବିଭିନ୍ନ ଗାଁଗଣ୍ଡାରେ ବେଧଡ଼କ ବୁଲୁଛନ୍ତି। ଚଲାପଥ ବଦଳାଇ ପୋଷାହାତୀ ଭଳି ଗାଁ ଦାଣ୍ଡରେ ଚାଲୁଛନ୍ତି...
Gallery
ବାଣିଜ୍ୟ
ଆଦିବାସୀ ଗାଁରେ ରହିବାର ଆକର୍ଷଣ: ଓଡ଼ିଶା ମୁହାଁ ହେଉଛନ୍ତି ପର୍ଯ୍ୟଟକ
ଆଦିବାସୀ ଗାଁରେ ରାତି ବିତାଇବାର ଆକର୍ଷଣ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଓଡ଼ିଶା ମୁହାଁ କରୁଛି। ୨୦୨୪ ମସିହାରେ ରାଜ୍ୟରେ ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ରେକର୍ଡ ହୋଇଛି...
ଅପରାଧ
ବ୍ରାଉନସୁଗାର ବେପାରରେ ବାପ-ପୁଅ
ଜଗତସିଂହପୁର ପୁଲିସ ହାତରେ ପୁଣି ବ୍ରାଉନସୁଗାର ବେପାରୀ ଧରା ପଡ଼ିଛନ୍ତି। ଏଥର ବାପ-ପୁଅ ଗିରଫ ହୋଇଛନ୍ତି। ଗିରଫ ବ୍ରାଉନସୁଗାର ବେପାରୀ ହେଲେ ଜଗତସିଂହପୁର ଥାନା ଇଟାପଡ଼ାର ନିରଞ୍ଜନ ମହାନ୍ତି(୫୮) ଓ ପୁଅ ପବିତ୍ର ମହାନ୍ତି ଓରଫ୍ ପପୁ(୨୮)।
ମନୋରଞ୍ଜନ
ଐଶ୍ୱର୍ଯ୍ୟା ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ଅଭିନେତ୍ରୀଙ୍କ ମୁହଁ ଏବଂ ସ୍ୱରକୁ ବିକୃତ କରାଯାଇଛି। ଏହା ସହିତ ତାଙ୍କ ନାମର ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି...
ପୁନଶ୍ଚ ପୃଥିବୀ
କେବଳ ବନୀକରଣ ଯଥେଷ୍ଟ ନୁହେଁ
ଜଳବାୟୁ ବିଭ୍ରାଟକୁ ଏଡ଼ାଇବା ପାଇଁ ଗଛ ଲଗାଇବାକୁ ପ୍ରାଥମିକତା ଦିଆଯାଉଛି, ମାତ୍ର ଅଙ୍ଗାର ନିର୍ଗମନକୁ ଦମନ କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।