Advertisment
Latest Posts
Advertisment
ଜିଲ୍ଲା
ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷରେ ଖଲାସ
ନବରଙ୍ଗପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଯୋଗେଶ ଭତରାକୁ ନିର୍ଦୋଷରେ ଖଲାସ କରିଛନ୍ତି...
Gallery
ବାଣିଜ୍ୟ
ଜିଏସ୍ଟି ହ୍ରାସ ପରେ ବିଶେଷଜ୍ଞଙ୍କ ଆକଳନ: ୨ ଲକ୍ଷ କୋଟି ରାଜସ୍ବ ହରାଇବେ ସରକାର
ଜିଏସ୍ଟି ହ୍ରାସ ଫଳରେ ସରକାରଙ୍କୁ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ପୂର୍ବରୁ ଆକଳନ କରିଛି। କିନ୍ତୁ ଅନେକ ଅର୍ଥନୀତିଜ୍ଞ ଓ ଗବେଷଣା ଫାର୍ମ ଏଥିରେ ସହମତ ନାହାନ୍ତି।
ଅପରାଧ
ମନୋରଞ୍ଜନ
ଏତିକି ଆୟ କଲାଣି 'ଲୋକା ଚାପ୍ଟର ୧'
ଏହି ସମୟରେ ଅନେକ ଫିଲ୍ମ ଥିଲେ ମଧ୍ୟ 'ଲୋକା ଚାପ୍ଟର ୧'ର ରୋଜଗାରରେ କୌଣସି ପାର୍ଥକ୍ୟ ପଡିନାହିଁ। ମାତ୍ର ୩୦ କୋଟିରେ ନିର୍ମିତ ଏହି ଫିଲ୍ମ ଏପର୍ଯ୍ୟନ୍ତ ଏତେ ରୋଜଗାର କରିଛି ଯେ ବଡ଼ ବଡ଼ ଫିଲ୍ମ ମଧ୍ୟ ସେଠାରେ ପହଞ୍ଚି ପାରି ନାହିଁ।
ପୁନଶ୍ଚ ପୃଥିବୀ
ପ୍ରକୃତିର ସେବା ନ କଲେ ପରପିଢ଼ି କ୍ଷମା ଦେବେନି: ଅରବିନ୍ଦ
‘ପାଟକୁରା ନିର୍ବାଚନମଣ୍ଡଳୀ ଦେଇ ଛଅଟି ନଦୀ ପ୍ରବାହିତ ହେଉଛି। ଆମେ ନଈ ଚାରିପାଖେ ରହିଛେ। କିନ୍ତୁ ପାଣି ସମସ୍ୟାରେ ଯୁଝି ହେଉଛେ। ଅନେକ ସ୍ଥାନରେ ମଧୁର ପାଣି ମିଳୁନି। ଲୁଣିପାଣି ମାଟି ତଳେ ଚରିଗଲାଣି।