Advertisment
Latest Posts
Advertisment
ଜିଲ୍ଲା
ଆଇଡି-ଏନଏଟି ବ୍ୟବସ୍ଥା ନଥିବାରୁ ଏଚଆଇଭି ଓ ଏଚସିଭି ରକ୍ତ ସଂକ୍ରମଣ ଚିହ୍ନଟ ହୋଇପାରୁ ନଥିବା ଅଭିଯୋଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା
ରାଜ୍ୟର ସମସ୍ତ ୫୫ଟି ରକ୍ତଭଣ୍ଡାରରେ ଆଇଡି-ଏନଏଟି(ଇଣ୍ଟିଭିଜୁଆଲ ଡୋନର ନିୟୁକ୍ଲିକ ଏସିଡ ଟେଷ୍ଟିଂ) ଟେକ୍ନୋଲୋଜି ବ୍ୟବସ୍ଥା କାର୍ଯ୍ୟକାରୀ ପ୍ରସଂଗ ନେଇ ଦାଏର ମାମଲାର ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି ହୋଇଛି....
Gallery
ବାଣିଜ୍ୟ
ଟ୍ରମ୍ପଙ୍କ ସ୍ବର ନରମିଲା: ଦ୍ବିପାକ୍ଷିକ ଆଲୋଚନା ଚାଲିଛି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇ ଭାରତକୁ ଦବାଇବା ପ୍ରୟାସରେ ବିଫଳ ହେବା ପରେ ନିଜ ସ୍ବର ନରମ କରିଛନ୍ତି। ଜିଦ୍ରେ ଅଟଳ ଥିବା ଭାରତକୁ ମନାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।
ଅପରାଧ
ଲରେନ୍ସ ବିଷ୍ଣୋଇର ଘର ସମେତ ଅନେକ ଆଡ୍ଡା ଉପରେ ଚଢ଼ାଉ
ରାଜସ୍ଥାନର ଶ୍ରୀଗଙ୍ଗାନଗର ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘର ସମେତ ଗ୍ୟାଙ୍ଗର ଅନେକ ଆଡ୍ଡା ଓ ଗ୍ୟାଙ୍ଗ ସଦସ୍ୟ ଅମିତ ପଣ୍ଡିତ କାର୍ତ୍ତିକ ଜାଖର ଏବଂ ବିଶାଲ ପଚାରଙ୍କ ଘର ଉପରେ ମଧ୍ୟ ଚଢାଉ କରିଛି।
ମନୋରଞ୍ଜନ
ଅଭିଜିଦ୍ଙ୍କ ପାଇଁ ସମୂହ ଦୀପ ଦାନ; ସୁସ୍ଥତା କାମନା କଲେ ଶୁଭେଚ୍ଛୁ
ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶ ଅଭିଜିତ ମଜୁମଦାର। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସାରା ଓଡ଼ିଶା ତାଙ୍କ ପାଇଁ ପ୍ରାର୍ଥନା କରୁଛି।
ପୁନଶ୍ଚ ପୃଥିବୀ
ରକ୍ତଚାପ ସହ ଚିନ୍ତା ଦୂର କରେ ବ୍ରାହ୍ମୀ: ଓଡ଼ିଶାର ପ୍ରାକୃତିକ ସମନ୍ୱୟରେ ବ୍ରାହ୍ମୀର ଭୂମିକା
ବ୍ରାହ୍ମୀ (Bacopa monnieri), ଦେଖିବାକୁ ଏକ ଛୋଟ ଉଦ୍ଭିଦ ହେଲେ ମଧ୍ୟ ଓଡ଼ିଶାର ପରିବେଶ ବ୍ୟବସ୍ଥାପନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସାରା ଭାରତରେ ଦେଖିବାକୁ ମିଳେ। ଆର୍ଦ୍ରଭୂମି ଏବଂ ପଙ୍କୁଆ ଅଞ୍ଚଳରେ ଏହା ବଢ଼ିଥାଏ।