Advertisment
Latest Posts
Advertisment
ଜିଲ୍ଲା
ଅଜଣା ଅଟୋ ଧକ୍କାରେ ଛାତ୍ରୀ ଗୁରୁତର
ଅଜଣା ଅଟୋ ଧକାରେ ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଗୁରୁତର ହୋଇଛନ୍ତି। ଭାଇକୁ ଟ୍ୟୁସନରୁ ଆଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଛାତ୍ରୀଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି...
ବାଣିଜ୍ୟ
ବଢ଼ୁଛି ଓଡ଼ିଶାର ସାମୁଦ୍ରିକ ପରିବହନ: ଅଣ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ୮୦ ନିୟୁତ ଟନ୍ରେ ପହଞ୍ଚିଲା
ଦେଶର ଏକ ପ୍ରମୁଖ ମେରିଟାଇମ୍ ହବ୍ ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶାର ସାମୁଦ୍ରିକ ପରିବହନ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଆଗାମୀ....
ଅପରାଧ
ଜେଲ୍ ଗଲେ ଡେପୁଟି ରେଞ୍ଜର: ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ
ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ। ଘରେ ଥିବା ଗୁପ୍ତ ଟ୍ରେଜେରୀରେ ରଖିଥିଲେ ବିଡ଼ା ବିଡ଼ା ନୋଟ୍। ବ୍ୟାଙ୍କରେ ମଧ୍ୟ କିଛି କମ୍ ନଥିଲା। ନିଜ ନାଁ ସମେତ ପୁଅ ଓ ପତ୍ନୀଙ୍କ ନାମରେ ଏକାଧିକ ବ୍ୟାଙ୍କରେ ରହିଛି ଲକ୍ଷାଧିକ ଟଙ୍କା।
ମନୋରଞ୍ଜନ
ପ୍ରୀତମ୍ଙ୍କ ଫିଲ୍ମରେ ପ୍ରେମ୍ ପରିଜା
ଜୀଷ୍ଟୁଡିଓଜ୍ ସହଯୋଗରେ ଓଲିଉଡ୍ର ଆଗଧାଡ଼ିର ପ୍ରଯୋଜକ କୁମାର ପ୍ରୀତମ୍ ସାହୁ ଓଡ଼ିଶାର ପ୍ରଥମ ପାନ୍ ଇଣ୍ଡିଆନ୍ ସିନେମା ନିର୍ମାଣ କରୁଛନ୍ତି। ଏହାର ଟାଇଟଲ୍ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଆପାତତଃ ‘ରାମରାଜ୍ୟ’ ରଖାଯିବା ନେଇ ସୂଚନା ରହିଛି।
ପୁନଶ୍ଚ ପୃଥିବୀ
ଚାନ୍ଦଲି ପାହାଡ଼ ପାଦଦେଶରେ ପରିବେଶ ପଞ୍ଚାୟତ: ‘ଏକ ସୁସ୍ଥ ବାତାବରଣ ସମସ୍ତଙ୍କର ହକ୍’
ଜଳବାୟୁ ପରିବର୍ତ୍ତନ କେବଳ ବଡ଼ ଓ ବିକଶିତ ରାଷ୍ଟ୍ରର ଚିନ୍ତା ନୁହେଁ। ଛୋଟଛୋଟ ଗାଁରେ ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ ପାଉଛି। ଗାଁ ଗହଳିରେ ଲୋକେ କ୍ରମଶଃ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନ ହେଉଛନ୍ତି।