ନଡିଆ ଗଛରୁ ପଡି ଜଣେ ମୃତ

ଭଞ୍ଜନଗର: ଗଂଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଭେରେଡା ଗ୍ରାମରେ ଗୁରୁବାର ନଡିଆ ଗଛରୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁବାଷ ପରିଡା (୬୦)। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ସୁବାଷ ନଡିଆ ତୋଳିବା ପାଇଁ ଗଛକୁ ଚଢ଼ିଥିଲେ। ସୁବାଷ ଗଛରୁ ତଳକୁ ଖସି ପଡି ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର