ମେଷ: କୌଣସି ନୂଆ ଯୋଜନା କରିପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଜୀବୀଙ୍କ ଆର୍ଥିକ ପକ୍ଷ ମଜଭୁତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆରାମ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍ ରହିବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇପାରେ। ଚାକିରିଆଙ୍କର ଉନ୍ନତି ଯୋଗ ରହିଛି।
ମିଥୁନ: କାର୍ଯ୍ୟ ସମୟରେ ମନ ଶାନ୍ତ ରଖନ୍ତୁ। ପୁରୁଣା ଗ୍ରାହକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମରେ ସଫଳତା ମିଳିବ।
କର୍କଟ: ଯେଉଁ କାମ ହାତକୁ ନେବେ ଲାଭ ପାଇବେ। ଅଫିସ କାମରେ ଦୂର ଯାତ୍ରା। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ।
ସି˚ହ: ସମାଜରେ ଆପଣଙ୍କ ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କ ଗୁଣଗାନ କରିବେ। ନୂଆ ସ୍ରୋତରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ।
କନ୍ୟା: ନିଜ ସଫଳତା ନେଇ ଆଶ୍ବସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ପ୍ରିୟ ବନ୍ଧୁଙ୍କ ସହିତ ବୁଲିବାରେ ଅଧିକ ସମୟ ବିତାଇବେ।
ତୁଳା: ନୂଆ କାମ ଆରମ୍ଭ କରିବାର ସମ୍ଭାବନା। ସାମାଜିକ ସମାରୋହରେ ଅଂଶଗ୍ରହଣର ସୁଯୋଗ ମିଳିବ। ପ୍ରେମ ସ˚ପର୍କ ନିବିଡ଼ ହେବ।
ବିଛା: କାମକୁ ପୂରା କରିବା ଲାଗି ନୂଆ ଉପାୟ ବାହାର କରିବେ। ପରିବାରରେ ପ୍ରସନ୍ନତା ବଜାୟ ରହିବ। ବ୍ୟବସାୟୀଙ୍କୁ ଧନଲାଭ। ଜୀବନସାଥୀଙ୍କଠାରୁ ପ୍ରେମ ପାଇବେ।
ଧନୁ: ସପରିବାର ମନ୍ଦିରକୁ ଯାଇପାରନ୍ତି। ଖୁସି ଖବର ପାଇବେ। କ୍ୟାରିୟର ବିଷୟରେ ସବୁ କିଛି ଭଲ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ।
ମକର: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।
କୁମ୍ଭ: ଭବିଷ୍ୟତକୁ ସୁନ୍ଦର କରିବା ଲାଗି ନୂଆ ପଦକ୍ଷେପ ନେବେ। ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ବଢ଼ିଆ ରହିବ। ବ୍ୟବସାୟରେ ଲାଭ।
ମୀନ: ଭାଗ୍ୟ ଆପଣଙ୍କୁ ସହାୟ ହେବ। ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ନେତାଙ୍କ ଲାଗି ଦିନଟି ଶୁଭ।