ସେନ୍‌ସେକ୍ସ ୪୫୩ ପଏଣ୍ଟ ଖସିଲା

ମୁମ୍ବାଇ: ଆଜିବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୪୫୩ ପଏଣ୍ଟ ହ୍ରାସ ପାଇ ୩୩,୧୪୯ ପଏଣ୍ଟକୁ ଖସିଆସିଛି। ଗୋଟିଏ ଦିନରେ ଚଳିତ ବର୍ଷର ଏହା ସବୁଠୁ ବଡ଼ ଧରଣର ହ୍ରାସ।

ସମ୍ବନ୍ଧିତ ଖବର